ବିନା ଭକ୍ତରେ ବାବା ମହିମା ମଣିଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ…

ବାସ୍ତବବ୍ୟୁରୋ:(ଦେବକାନ୍ତ ,ଚାନ୍ଦବାଲି) ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ର ଆରାଧ୍ଯ ଦେବତା ବାବା ମହିମା ମଣି ଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି,ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ସକାଳୁ ସକାଳୁ ମହାପ୍ରଭୁଙ୍କ ଙ୍କ ନୀତି କାନ୍ତି ସମାପନ ପରେ ରତ୍ନସିଂହାସନ ରୁ ବାବା ଙ୍କୁ ବଡ ପଟୁ ଆର ରେ. ସ୍ନାନ ମଣ୍ଡପ କୁ ଅଣାଯାଇଥିଲା ସଙ୍ଖ ଘଣ୍ଟ ହୁଳହୁଳି ରେ ପ୍ରକମ୍ପିତ ହୋଇ ଉଠି ଥିଲା ସମଗ୍ର ଅଞ୍ଚଳ । ୧୦୮ ପଇଡ ପାଣି ରେ ମହାପ୍ରଭୁ ଙ୍କୁ ସ୍ନାନ କରାଯିବା ସହ ଭୋଗ ଅର୍ପଣ କରା ଯାଇ ଥିଲା,କୋଭିଡ ନିୟମ ଅନୁସାରେ ସମସ୍ତ କର୍ମ ସମ୍ପୂର୍ଣ୍ଣ କରାଯଇ ଥିଲା।ଏଥିରେ କେବଳ ସେବାୟତ ମାନେ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Jun 25 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୯୩୫୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୧୫୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୫୬୪୯୮ଜଣ ସୁସ୍ଥ ହୋଇ ଘରକୁ […]

You May Like

Pin It on Pinterest