ଗୋରୁ ଗୁହାଳ ପାଇଁ ଅନଶନ …

ବାସ୍ତବବ୍ୟୁରୋ:ନବୀନ କୁମାର୍ ସାହୁ,ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନମ୍ପୋ, ସମ୍ପତିଆ ପଂଚୟତ ରରେ ଅ ସଠିକ ଦୁଗ୍ଧ ଚାଷୀ ଉପଯୁକ୍ତ ହିତାଧିକାରୀନଙ୍କୁ ଗୋରୁ ଗୁହାଳ ପ୍ରଦାନ ନ କରା ଯାଇ ନଥିବା ଅଭିଯୋଗ ରେ ଆଜି ବଜେପି ପକ୍ଷରୁ ବ୍ଲକ ସମ୍ଭୁଖରେ ଗୋରୁ,ଗାଈ ବାନ୍ଧି ଅନଶନରେ ବସିଛନ୍ତି।

ଏହାର ସ୍ଥାୟୀ ସମାଧାନ ନ ହେବା ପଯ୍ୟନ୍ତ ଅନଶନରେ ବସିବେ ବୋଲି ବଜେପି ର ସମ୍ପାଦକ ସମୀର ପାତ୍ର କହିଛନ୍ତି।ଜଳେଶ୍ୱର ବିଡ଼ିଓ ଙ୍କୁ ପଚାରି ବାରୁ ଗୋଟି ଗୋରୁ ଥିଲେ ହିତାଧିକାରୀ ଗୁହାଳ ପାଇ ପାରିବ।ପ୍ର।ଣୀ ଚିକିତ୍ସାଳୟ ର ତଦନ୍ତ ପରେ ହିତାଧିକାରୀକ ଗୁହାଳ ପ୍ରଦାନ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ...

Tue Jul 6 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ | ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ, ଶ୍ରୀ ହରିଚନ୍ଦନ ରାଜ୍ୟ ସରକାର କୋକିଶିଆଳି ଭଳି ଚାଲାକ ଆଉ ନୀଳବର୍ଣ୍ଣ ଶୃଗାଳ ପରି ଛଳନା କରୁଛନ୍ତି ବୋଲି କହିଛନ୍ତି । ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଥିବା ଚିଠି ହାସ୍ୟାସ୍ପଦର କଥା ବୋଲି […]

You May Like

Pin It on Pinterest