
ମାଲକାନଗିରି: ପୃବ ଶତ୍ରୁତାକୁ କେନ୍ଦ୍ର କରି ଏମ ଭି ୧୯ ଗ୍ରାମରେ ୫ ବର୍ଷ ର ଶିଶୁ ପୁତ୍ର କୁ ହତ୍ୟା ଘଟଣାରେ ହତ୍ୟାକାରୀ ବିକାଶ ରାୟ କୁ ଫାଶୀଦଣ୍ଡ ଦେବାକୁ ଦାବି କରି ମାଲକାନଗିରି ସଦର ଥାନା ରେ ପହଞ୍ଚିଲେ ଏମ ଭି ୧୯ ଗ୍ରାମର ଶତାଧିକ ଗ୍ରାମବାସୀ । ପ୍ରକାଶ ଥାଉକି ଅଭିଯୁକ୍ତ ବିକାଶ ରାୟ ଯେକି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ବର୍ଷ ର ଶିଶୁ ଅଙ୍କିତ ମଣ୍ଡଳ କୁ ହତ୍ୟା କରି ନିଜ ଘରେ ଲୁଚାଇଥିଲା । ଏମ ଭି ୧୯ ଗ୍ରାମ ର ଶତାଧିକ ଲୋକ ସଦର ଥାନାରେ ପହଞ୍ଚି ଅଭିଯୁକ୍ତ କୁ କୋଠର ଦଣ୍ଡାଦେଶ ଦାବି କରିଥିଲେ ।



