କଟକରେ ନକଲି ଜର୍ଦ୍ଦା କାରଖାନା ଠାବ…

କଟକ:(ଦୀପକ୍ କୁମାର ବେଉରା)ନକଲି କାରଖାନାର ଭୁସ୍ୱର୍ଗ ପାଲଟିଥିବା କଟକ ରୁ କିଛିଦିନର ବ୍ୟବଧାନ ପରେ ପୁଣି ନକଲି ସାମଗ୍ରୀ ଠାବ । ମାଲଗୋଦାମ ଅଞ୍ଚଳରୁ ଜବତ ହେଲା ୭ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଗୁଟଖା ।କଟକର ନକଲି ଗୁଟଖା କାରଖାନାରେ ଚଢାଉ । ୧୦ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ସାମଗ୍ରୀ ଜବତ କରିଛି କମିଶନରେଟ ପୋଲିସ ଓ ସିଏମସି ଏନଫୋର୍ସମେଣ୍ଟ ଟିମ ।

ସମୁଦାୟ ୩ଟି ଗୋଦାମ ଉପରେ ଚଢ଼ାଉ କରି ଏହି ବିପୁଳ ପରିମାଣର ନକଲି ସମଗ୍ରୀ ସହିତ ତିଆରିରେ ବ୍ୟବହୃତ କଞ୍ଚାମାଲ କୁ ମଧ୍ୟ ଜବତ କରିଛି ପୋଲିସ । ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ ।ତେବେ ପୂର୍ବରୁ କମିଶନରେଟ ପୋଲିସର ନକଲି ଅଭିଯାନରେ ଅନେକ ନକଲି କାରଖନା ଓ ଗୋଦାମକୁ ରେଡ଼ କରି ସାରିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜୋନ-e ଏସିପି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ମାର୍ଟ୍ ସ୍କୁଲ ନିର୍ମାଣ କାର୍ଯ୍ୟ ତଦାରଖ କଲେ ଧର୍ମଗଡ ବିଧାୟକ...

Sun Aug 8 , 2021
କଳାହାଣ୍ଡି (ଦୀପକ କୁମାର ସାହୁ)ରାଜ୍ୟ ସରକାରଙ୍କ ୫ ଟି ମୋ ସରକାର ଯୋଜନାରେ ଅନ୍ତର୍ଭୁକ୍ତ ମୋ ସ୍କୁଲ ଅଭିଯାନରେ ରାଜ୍ୟର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଦେବାପାଇଁ ପ୍ରତି ବ୍ଲକରେ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିଭଳି କଳାହାଣ୍ଡି ଜିଲ୍ଲା- କଲମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସ୍ମାର୍ଟ ସ୍କୁଲର କାର୍ଯ୍ୟ ଜାରି ରହିଥିବା ବେଳେ,ଆଜି ଧର୍ମଗଡ ବିଧାୟକ […]

You May Like

Pin It on Pinterest