୧-ଅଭିନବ ଢ଼ଙ୍ଗରେ ଦୀପାବଳି ପାଳିଲେ ପୋଲିସ ଅଧିକାରୀ, ଏସ୍ପିମାନେ ବିଭିନ୍ନ ଜିଲ୍ଲାର ବାଳାଶ୍ରମକୁ କରିଥିଲେ ଗସ୍ତ।
୨-ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ରହିବ ଶୁଖିଲା ।
୩-ଏଣିକି ଜନ୍ମ ଓ ମୃତୁ୍ୟର ଇ-ପଞ୍ଜୀକରଣ କରିବ ସ୍ୱାସ୍ଥ୍ୟ ବିଭାଗ।
୪-ସୋର: ମଦ ନିଶାରେ ବାପ ଭାରସାମ୍ୟ ହରାଇବାରୁ ପାଞ୍ଚବର୍ଷର ପୁଅ ବ୍ରିଜରୁ ଖସି ନଦୀରେ ନିଖୋଜ: ରାଗରେ ଗ୍ରାମବାସୀ ମଦ ଦୋକାନ ଜାଳିଦେଲେ।
୫-ଉପହାର ସହ SOS ଭିଲେଜ ପିଲାଙ୍କ ସହ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୬-ସ୍ମିତାରାଣୀ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡିଜିପିଙ୍କୁ ଚିଠି।
୭-ସ୍ଥଳ ଏବଂ ବାୟୁ ସେନାର ବୀରଙ୍କ ସହ ଦୀପାବଳି ପାଳିଲେ ପିଏମ ମୋଦୀ, ହାତରେ ମିଠା ଖୁଆଇ ଦେଲେ ଶୁଭେଚ୍ଛା।
୮-କ୍ରୁର ବର୍ବର ,ମୁଣ୍ଡ କାଟିବା ସହ ଯୌନ ଦାସୀ ହେବାକୁ ମନା କରୁଥିବା ୧୯ ଯୁବତୀଙ୍କୁ ଜୀବନ୍ତ ପିଞ୍ଜରା ଭିତରେ ଜାଳିଥିବା ଆତଙ୍କୀ ଆକ୍କା ଅବୁ ବକର ଅଲ ବାଗଦାଦି ନିହତ।
୯-କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଦୀପାବଳି ପାଳିଲେ ବିଦେଶୀ ପର୍ଯ୍ୟଟକ।
୧୦-ହରିୟାଣା: ମନୋହର ଲାଲ ମୁଖ୍ୟମନ୍ତ୍ରୀ ଏବଂ ଦୁଷ୍ୟନ୍ତ ଉପ-ମୁଖ୍ୟମନ୍ତ୍ରୀ ପାଇଁ ନେଲେ ଶପଥ।
ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଯିହିଁ ଡାଉନ୍ ଲୋଡ୍ କରନ୍ତୁ…bastabtv APP ଆପଣଙ୍କ ସ୍ମାର୍ଟ ଫୋନ୍ ର ପ୍ଲେଷ୍ଟୋର ରୁ