୧-ଦୃତ ଗତିରେ ପୁରୀ ସୈ।ନ୍ଦର୍ଯ୍ଯକରଣ ଅଭିଯାନ, ଖର୍ଚ୍ଚ ହେବ ୬୮୪କୋଟି।
୨-କ୍ରୀଡା ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଭତ୍ତା ବୃଦ୍ଧି : ମାସକୁ ଛାତ୍ରଙ୍କୁ ମିଳିବ ୩ଶହ, ଛାତ୍ରୀଙ୍କୁ ୫ଶହ।
୩-ଅଡିଟ୍ ହେଉ ରତ୍ନ ଭଣ୍ଡାର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।
୪-ପ୍ରକାଶ ପାଇଲା ଜାତୀୟ ଶିକ୍ଷା ନୀତି: ପ୍ରଥମରୁ ବିଶ୍ବବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ସବୁ ଶ୍ରେଣୀର ବଦଳିବ ପାଠ୍ୟକ୍ରମ।
୫-ନଭେମ୍ବରରେ ମିଳିବ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା: କୃଷି ସଚିବ ସୌରଭ ଗର୍ଗ ।
୬-ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବିପର୍ଯ୍ୟର ସଠିକ ମୁକାବିଲା ଲାଗି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ।
୭-ସାଉଦୀ ଆରବରେ ବିକାଶର ୫ ମନ୍ତ୍ର ଦେଲେ ମୋଦି, କହିଲେ ନିବେଶ ଲାଗି ଭାରତ ବିଶ୍ୱର ଉତ୍କୃଷ୍ଟ ଦେଶ।
୮-ଏକାଧିକ ସଂସ୍ଥାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ନାହିଁ ନିସ୍ତାର, AICTE ନେବ କାର୍ଯ୍ୟାନୁଷ୍ଠାନ।
୯-ଜଷ୍ଟିସ ଶରଦ ଅରବିନ୍ଦ ବୋବେଡ ୪୭ତମ ପ୍ରଧାନ ବିଚାରପତି ନିଯୁକ୍ତ। ନଭେମ୍ବର ୧୮ରେ ନେବେ ଶପଥ।
୧୦-ଖୁଣ୍ଟୁଣି Highway : ଲୁଟେରାଙ୍କ ଆତଙ୍କ,ବନ୍ଧୁକ ଦେଖାଇ ଲୁଟିଲେ ୧୮ଲକ୍ଷ।
୧୧-କୋରାପୁଟରେ ହେବ CIPETର ଆଉ ଗୋଟିଏ କ୍ୟାମ୍ପସ:ସଚିବ ପି.ରାଘବେନ୍ଦ୍ର।
ସଠିକ୍ ଖବର ସଠିକ୍ ସମୟରେ ପାଇବା ପାଇଁ ଆଯିହିଁ ଡାଉନ୍ ଲୋଡ୍ କରନ୍ତୁ…bastabtv APP ଆପଣଙ୍କ ସ୍ମାର୍ଟ ଫୋନ୍ ର ପ୍ଲେଷ୍ଟୋର ରୁ