ରାଜକନିକା ପୁଜ୍ୟପୂଜା ପରିଷଦର ମହାନ ବିପ୍ଳବୀ ବିଶିଷ୍ଟ ଐତିହାସିକ ଡକ୍ଟର ପ୍ରଫୁଲ୍ଲ ଦାସ’ଙ୍କ ୯୫ତମ ଜନ୍ମ ଜୟନ୍ତୀ ପାଳନ…

ଆଶିଷ ନାୟକ(ରାଜକନିକା)କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ର ମହାନ୍ ବିପ୍ଳବୀ ବିଶିଷ୍ଚ ଐତିହାସିକ ଓ ଅନନ୍ୟ ସମର ସାହିତ୍ୟ ବିଶାରଦ ଡକ୍ଟର ପ୍ରଫୁଲ୍ଲ ଦାସ ଙ୍କ ୯୫ତମ ଜନ୍ମ ଜୟନ୍ତୀ ଉତ୍ସବ ଉପଲକ୍ଷେ ରାଜକନିକା ପୁଜ୍ୟପୂଜା ପରିଷଦ ତରଫରୁ ସ୍ଥାନୀୟ ଅଶୋକ ବଜାର ସ୍ଥିତ ନୟନା ମଂଡପ ରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ସଭାପତି ଶ୍ରୀ ଯୁକ୍ତ ଦୁର୍ଯ୍ୟୋଧନ ସାମଲ, ସଂପାଦକ କପିଳ ଚରଣ ମିଶ୍ର ,ମୁଖ୍ୟ ବକ୍ତା ବରିଷ୍ଠ ପ୍ରଶାସନିକ ଅଧିକାରୀ ବଂଶୀଧର ରାଉତ ଓ ମୁଖ୍ୟ ଅତିଥି ଭାବେ ସଂଜୀବ ପଟ୍ଟନାୟକ,ସନ୍ମାନିତ ଅତିଥି ଭାବରେ ଧରଣୀଧର ପାତ୍ର ଯୋଗଦେଇ ପ୍ରଦୀପ ପ୍ରଯୋଳନ କରିଥିଲେ | ଅନ୍ୟ ମାନଂକ ମଧ୍ୟରେ ବିଧାନ ଦାସ, ଶ୍ରୀନିବାସ ପ୍ରଧାନ, କାଳିପ୍ରସାଦ ନାୟକ, ଦାମୋଦର ଧଳ, ବରିଷ୍ଠ ଶିକ୍ଷାବିତ୍ ଶୁରେଷ ଚନ୍ଦ୍ର ମିଶ୍ର ଙ୍କ ସହିତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ଏବଂ ଡାକ୍ତର ପ୍ରଫୁଲ୍ଲ ଦାସ ଙ୍କର ଲିଖିତ କ୍ରାନ୍ତିର ଅଗ୍ନିହୋତ୍ରୀ ପୁସ୍ତକ ଉନ୍ମୋଚନ କରିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୁବନ ଥାନା ଅଧିକାରୀ ଙ୍କ ବଡ ସଫଳତା, ଟ୍ରକ୍ ସହି ୧୪ ଲକ୍ଷ ଟଙ୍କାର ଲୁହା ଆଙ୍ଗେଲ ଜବତ

Thu Sep 30 , 2021
ଦୁଃଶାସନ ପୃଷ୍ଟି(ଭୁବନ )ଢେଙ୍କାନାଳ ଜିଲ୍ଲା ଭୁବନ ଥାନା, ବାରଚକିଆ ଟ୍ରକ ଓ ଲୁହା ଆଙ୍ଗେଲ ଓଡିଶ କାଜୁ ଜଙ୍ଗଲ ରୁ ଜବତ | ଓଡିଶ କାଜୁ ଜଙ୍ଗଲ ରୁ ଏକ ବାର ଚକିଆ ଟ୍ରକ ଜବତ କରା ଯାଇଥିଲା | ଏବଂ କଂସରଗଡା ଜଙ୍ଗଲରୁ ଚୋରା ଲୁହା ଆଙ୍ଗେଲ ଜବତ କରା ଯାଇଥିଲା | ଏକ ବିଶେଷ ସୂଚନା ରୁ ଜଣା ପଡି ଥିଲା ଏକ ବାର ଚକିଆ ଗାଡ଼ିରେ […]

You May Like

Pin It on Pinterest