ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର?

ବାସ୍ତବ ବ୍ୟୁରୋ: ପ୍ରଥମେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ସରକାର ଗଠନ ପାଇଁ ବିଜେପି କୁ ଆମନ୍ତ୍ରଣ ପରେ ଦ୍ବିତୀୟ ବୃହତ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ମାତ୍ର ଏନେଇ ଶିବସେନା ୨୪ଘଣ୍ଟା ମଧ୍ୟରେ କୌଣସି ସ୍ପଷ୍ଟ ସୂଚନା ଦେଇପାରିଲାନାହିଁ। ଆଉ ୨ ଦିନ ସମୟ ଶିବସେନା ମାଗିଥିଲେ ମଧ୍ୟ ରାଜ୍ୟପାଳ ତାହା ପ୍ରଦାନ ତାଙ୍କୁ କରିନାହାନ୍ତି । କିଛି ସମୟ ପୂର୍ବରୁ ରାଜ୍ୟପାଳ ତୃତୀୟ ସର୍ବାଧିକ ଆସନ ଜିତିଥିବା ପାର୍ଟି ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ସରକାର ଗଠନ ପାଇଁ ରାଜ୍ୟପାଳ ଏନସିପିକୁ ୨୪ଘଣ୍ଟାର ମହଲତ ଦେଇଛନ୍ତି। ଅନ୍ୟପଟେ କଂଗ୍ରେସ ଏଯାଏଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ରାଶିଫଳ

Wed Nov 13 , 2019
ମେଷ: ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି। ଗୃହକୁ ଧାତୁ , ଅଳଙ୍କାରାଦି ମୂଲ୍ୟବାନ ଜିନିଷ ଆଣିପାରନ୍ତି। ମିତ୍ର ସୁଖ ମିଳିବ। ମଧ୍ୟାହ୍ନରେ ଘର ଅପେକ୍ଷା ବାହାର ଲୋକମାନଙ୍କ ସକାଶେ ବିଶେଷ ସମୟ ଦେଇପାରନ୍ତି। କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବା ବଦଳରେ ଆକସ୍ମିକ ସମସ୍ୟା ହେତୁ ହଠାତ୍‌ ଅଟକି ରହିଯିବାର ଆଶଙ୍କା ରହିଛି। ବୃଷ:  ଆଜିର ଦିନଟିରେ ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କଠିନ […]

You May Like

Pin It on Pinterest