୧-୨୦୨୪ ସୁଦ୍ଧା ଭାରତ ତୈଳ ଓ ଗ୍ୟାସର ଭିତିଭୂମିରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ।
୨-ପିଆଜ କିଲୋ ପିଛା ୪୦ ଟଙ୍କା, କିନ୍ତୁ ଜଣଙ୍କୁ କେବଳ ଅଢ଼େଇଶହ- ଭୁବନେଶ୍ୱରରେ କଂଗ୍ରେସର ପିଆଜ ରାଜନୀତି।
୩-୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ବଦଳିବ ସିବିଏସଇର ପରୀକ୍ଷା ପାଟର୍ଣ୍ଣ।
୪-ଟିଭିଡିଏସ ସିଷ୍ଟମରେ ଧରା ପଡ଼ିଲେ ୯୫ ଜଣ ଟ୍ରାଫିକ ଉଲ୍ଲଂଘନକାରୀ, ଘରକୁ ଯିବ ଚାଲାଣ।
୫-ଶ୍ରୀମନ୍ଦିର ସୁରକ୍ଷା ପାଇଁ ମିଳିଲା 75% ଜମି, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ।
୬-ଡିସେମ୍ବର ଦ୍ବିତୀୟ ସପ୍ତାହରୁ ବଢିବ ଶୀତ :ପାଣିପାଗ ବିଭାଗ।
୭-ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ।
୮-ଏନସିଆରର ଏକ ଫାର୍ମ ଉପରେ ଚଢ଼ାଉ, ୩୦୦୦ କୋଟି ଟଙ୍କା କଳାଧନର ହେଲା ଖୁଲାସା।
୯-ଭାରତୀୟ ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ
ନେଇ ଲୋକସଭାରେ ଦାବି ଉପସ୍ଥାପନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ।
୧୦-ଆହାର କେନ୍ଦ୍ରକୁ ମିଳିଲା ISO ମାନ୍ୟତା। ବିଭାଗକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ।



