ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତ ସ୍ୱଚ୍ଛ ଭାରତ ମିଶନ ରେ ପାଇଖାନା ମହା ଦୁର୍ନୀତିର ହେବକି ପର୍ଦ୍ଦାଫାଶ ?

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟରେ ୨୦୨୦-୨୧ ବର୍ଷରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ମହା ଦୁର୍ନୀତିର ତଦନ୍ତ ପାଇଁ ପଞ୍ଚାୟତ ବାସୀ, ପ୍ରଥମେ ବିଡିଓ ଓ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ l ଏଥିରେ ପଂଚାୟତ ବାସୀ ନ୍ୟାୟ ନ ପାଇବାରୁ ସେମାନେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିନେଇ ଆଜି ଲୋକୟୁକ୍ତଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ଆରମ୍ଭ ହୋଇଛି।

ଲୋକାୟୁକ୍ତରେ କେଶ ନମ୍ବର LY ୧୨୫୭/୨୦୨୯ ଆଧାରରେ ଏହି ତଦନ୍ତରେ ଡେପୁଟି ଫାଇନାନ୍ସ ବିନୟ ଚାରଣ ଆଚାରୟଙ୍କ ସହ ଲୋକାୟୁକ୍ତ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ନ୍ୟାୟ ପାଇବା ଆଶାରେ ପଞ୍ଚାୟତ ବାସୀ,ହେଲେ ସରକାରୀ କଳ ପାଖରେ କାହାର ବା,ବଳ ଲୋକ ମତରେ ଏଠି ହାତୀ ଯିବାକୁ ବାଟ ଅଛି ପିଂପୁଡି ପାଇଁ ହଜାର ନିୟମ। ଦେଖିବାକୁ ବାକି ରହିଲା ପଞ୍ଚାୟତ ବାସୀଙ୍କୁ ନାୟ ମିଳୁଛି ନା ମହଲତ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସମଗ୍ର ବିଶ୍ୱ ବିରୁଦ୍ଧରେ ପୁଟିନଙ୍କ ସପକ୍ଷରେ ଏହି ୯ ଟି ଦେଶ ଠିଆହେଲେ କାହିଁକି ?

Wed Mar 9 , 2022
ରୁଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ସହିତ ଯୁଦ୍ଧ କରୁଥିବା ରୁଷ ବିଶ୍ୱରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏହା ସତ୍ୱେ ବିଶ୍ଵର ୯ ଟି ଦେଶ ରୁଷ ସହିତ ଛିଡା ହୋଇଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ରୁଷ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରାଜ୍ୟ ମୁଖ୍ୟମାନଙ୍କ ସହିତ ଉତ୍ତମ ସମ୍ପର୍କ | କଠିନ ସମୟରେ ପୁଟିନ ଏହି ନଅ ଦେଶର ରାଜ୍ୟ ମୁଖ୍ୟଙ୍କୁ ସାହାଯ୍ୟ କରିଛନ୍ତି। ଏହାର ଫଳାଫଳ ହେଉଛି ବିଶ୍ୱର […]

You May Like

Pin It on Pinterest