ଆଜିର ଖାସ୍ ଖବର

୧-ଗଜପତି:ଏସ୍‌ପି ସାରା ଶର୍ମାଙ୍କ ନିଆରା ଉଦ୍ୟମ : ‘ସୁରଭି ମିଲକ୍ ପାର୍ଲର’ ଖୋଲି କିନ୍ନରଙ୍କୁ କରାଇଲେ ସ୍ୱାବଲମ୍ୱୀ।

୨-ଜରୁରୀକାଳୀନ ପାଣ୍ଠିରୁ ଶ୍ରୀମନ୍ଦିର ପାଇଁ ୩୦୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର।

୩-Good governance index ଶୀର୍ଷରେ ତାମିଲନାଡୁ, ଚତୁର୍ଦ୍ଦଶତମ ସ୍ଥାନରେ ଓଡିଶା।ତାମିଲନାଡୁ ସୁଶାସନ ସୂଚୀରେ ପ୍ରଥମ , ମହାରାଷ୍ଟ୍ର ଓ କର୍ଣ୍ଣାଟକ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

୪-ନୂଆ ବର୍ଷକୁ ଭିଜାଇବ ବର୍ଷା,୨୮ରୁ ୩୦ ଯାଏଁ ପ୍ରବଳ ଶୀତ, ପଶ୍ଚିମ ଓଡ଼ିଶାରେ କୁଆପଥର ସମ୍ଭାବନା।

୫-ବଲାଙ୍ଗୀର: ଆଜି ବଲାଙ୍ଗିର ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ,LPG ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କରିବେ ସମର୍ପଣ।

୬-ୱାଶିଂଟନ ଡିସି : ଧାର୍ମିକ ସ୍ବତନ୍ତ୍ରତା ପ୍ରସଙ୍ଗରେ ଆମେରିକା ପାକିସ୍ତାନକୁ କଲା କଳା ତାଲିକାଭୁକ୍ତ ।

୭-୨୦୨୦ ଫେବୃଆରୀରେ ବସିବ ବିଧାନସଭାର ପ୍ରଥମ ଅଧିବେଶନ।

୮-ନୂଆ ବର୍ଷ ସହ ବାଜିପାରେ ଦିଲ୍ଲୀ ବିଧାନସଭାର ନିର୍ବାଚନୀ ବିଗୁଲ, ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ତାରିଖ।

୯-ସରକାରୀ ସଂସ୍ଥାକୁ ଟିକେଟ ଦେବାକୁ ମନା କଲା ଏୟାର ଇଣ୍ଡିଆ, ରହିଛି 268 କୋଟିର ବକେୟା।

୧୦-ମହଙ୍ଗା ହେବ ରେଳ ଯାତ୍ରୀ ଭଡ଼ା: ଭଡା କିଲୋମିଟର ପିଛା ୫ରୁ ୪୦ ପଇସା ବଢିପାରେ।

୧୧-ନାଗରିକତା ଆଇନ: ଜୁମାର ନମାଜ ପୂର୍ବରୁ ଆଲର୍ଟରେ ପ୍ରଶାସନ, ୟୁପିର 7 ଜିଲ୍ଲାରେ ଇଣ୍ଟରନେଟ ବନ୍ଦ।

୧୨-ବିଜେଡି ମୋ ଉପରେ ନିର୍ଭରଶୀଳ ନୁହେଁ, ମୋ ବିନା ମଧ୍ୟ ବିଜେଡି ଚାଲିବ – ନବୀନ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Dec 29 , 2019
୧-ହାଡଭଙ୍ଗା ଶୀତରେ ଜୀବନ ଯାତ୍ରା ବେହାଲ : ଆଗକୁ ଆହୁରି ଖସିବ ପାରଦ ,୪ଦିନ ପର୍ଯ୍ୟନ୍ତ କୋହଲା ପାଗ ଲାଗି ରହିବ। ୨-ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ: ଆପୋଲୋ ହସ୍ପିଟାଲ ବନ୍ଦ କର। ୩-ଦାୟିତ୍ୱରେ ଅବହେଳା ଲାଗି ନିଲମ୍ବିତ ହେଲେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୪ CISF ଯବାନ। ୪-ଚିଲିକାରେ ଜାନୁଆରୀ ୫ରେ ହେବ ପକ୍ଷୀ ଗଣନା, ପର୍ଯ୍ୟଟକଙ୍କ ପାଇଁ ବାରଣ ହେବ ପକ୍ଷୀ ଅଭୟାରଣ୍ୟ। ୫-୧୦ ଡିଗ୍ରୀ ତଳେ […]

You May Like

Pin It on Pinterest