ସର୍ବ ପୁରାତନ କେନ୍ଦ୍ରାପଡ଼ା ପୌର ପରିଷଦରେ ବିଜେଡିର ବାଜିମାତ…

ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ୨୬।୦୩ -ସର୍ବପୁରାତନ କେନ୍ଦ୍ରାପଡ଼ା ପୌର ପରିଷଦରେ ବିଜେଡିର ବାଜିମାତ । ୨୧ଟି ଆସନ ମଧ୍ୟରୁ ବିଜେଡିର ୧୧ ଟିରେ ବିଜୟୀ ହୋଇଛି ।କଂଗ୍ରେସ ପ୍ରା୍ଥୀ ୫ଟି ଆସନରେ, ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ,ସ୍ୱାଧୀନ ୪ଟି ସିଟ୍‌ରେ ବିଜୟୀ ହୋଇଛନ୍ତି ।ସେହିପରି ରେକର୍ଡ ସଂଖ୍ୟକ ଭୋଟ ୯୫୫୧ ବ୍ୟବଧାନରେ ପୌର ପରିଷଦ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେଡି ପ୍ରାଥୀନି ସରିତା ସାହୁ ।

ଏହି ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ୱାର୍ଡ ୧ରେ ବିଜେଡି ର ପୁଷ୍ପାଲତା ବେହେରା , ୱାର୍ଡ ୨ରେ ସ୍ୱାଧୀନ ପ୍ରାର୍ଥୀ କାଳି ପ୍ରସାଦ ମିଶ୍ର , ୱାର୍ଡ ୩ରେ କଂଗ୍ରେସ ପ୍ରାର୍ଥୀ ତୁଳସୀ ହେମ୍ରମ , ୱାର୍ଡ ୪ରେ -ସ୍ୱାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ୱାଇଁ , ୱାର୍ଡ ୫ରେ ବିଜେଡି ପ୍ରାର୍ଥୀ ନିରାକାର ସ୍ୱାଇଁ , ୱାର୍ଡ ୬ରେ ବିଜେଡି ପ୍ରାର୍ଥୀ ପ୍ରଦୀପ ଜେନା , ୱାର୍ଡ ୭ରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ପାଣି, ୱାର୍ଡ ୮ରେ ବିଜେଡି ସ୍ମୃତିପ୍ରଜ୍ଞା ଶତପଥୀ , ୱାର୍ଡ ୯ରେ ବିଜେଡି ପ୍ରାର୍ଥୀ ଅଭୟ ବେହେରା , ୱାର୍ଡ ୧୦ରେ ସ୍ୱାଧୀନ ପ୍ରାର୍ଥୀ ରଶ୍ମିତା ସିଂ , ୱାର୍ଡ ୧୧ରେ ବିଜେଡି ପ୍ରାର୍ଥୀ ପୁଷ୍ପାଞ୍ଜଳି ବସ୍ତିଆ , ୱାର୍ଡ ୧୨ରେ କଂଗ୍ରେସ ପ୍ରାର୍ଥୀ ରିହାନା ଖାତୁନ୍, ୱାର୍ଡ ୧୩ରେ ସ୍ୱାଧୀନ ପ୍ରାର୍ଥୀ ଏସ କେ ଆସଲମ, ୱାର୍ଡ ୧୪ରେ ବିଜେଡି ପ୍ରାର୍ଥୀ ଆକବରୀ ଖାତୁନ , ୱାର୍ଡ ୧୫ରେ ବିଜେଡି ପ୍ରାର୍ଥୀ ହବିବା ବେଗମ , ୱାର୍ଡ ୧୬ରେ କଂଗ୍ରେସ ଫରଜାନା ଖାତୁନ, ୱାର୍ଡ ୧୭ରେ ବିଜେଡି ପ୍ରାର୍ଥୀ ଉମେଶ ଚନ୍ଦ୍ର ନାୟକ , ୱାର୍ଡ ୧୮ରେ ବିଜେଡି ପ୍ରାର୍ଥୀ ଚୌଧୁରୀ ସୁକୁମାର ଦାସ, ୱାର୍ଡ ୧୯ରେ କଂଗ୍ରେସ ପ୍ରାର୍ଥୀ ରମେଶ ଦାସ, ୱାର୍ଡ ୨୦ରେ ବିଜେପି ଅସୀମା ନାୟକ, ୱାର୍ଡ ୨୧ରେ ବିଜେଡି ପ୍ରାର୍ଥୀ ପ୍ରଭାଶିଷ ପଣ୍ଡା ରହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଏନ୍ ଏସି ଭୋଟ ଫଳାଫଳ ବିଜେଡି ସପକ୍ଷରେ...

Sat Mar 26 , 2022
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବିଧାୟକଙ୍କ ଗୋଟି ଚାଳନାରେ ନୂଆ ଏନଏ ସି ରେ ନୂଆ ରେକଡ଼ ସୃଷ୍ଟି କଲା ବିଜେଡି |ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସମୟରେ ଆମ ପ୍ରତିନିଧିଙ୍କୁ ଦେଇଥିବା ସାକ୍ଷାତକାରରେ,ବିଧାୟକ ଡ଼. ଵ୍ୟମୋକେଶ ରାୟ କହିଥିଲେକି ୧୫ ରୁ ୧୫ ସିଟ ବିଜେଡି ନେବାସହ ଅଧ୍ୟକ୍ଷ ପଦ ମଧ୍ୟ ବିଜେଡିର |ଏହି ପରିପେକ୍ଷୀରେ ଆଜି ଚାନ୍ଦବାଲି ଏନଏ ସି ବିଜେଡି ୧୫ ନ ହେଲେବି ୧୧ କାଉନ୍ସିଲ୍ର ସହ […]

You May Like

Pin It on Pinterest