୧-ପ୍ରଭାବୀ ଢଙ୍ଗରେ ସାଇବର ଅପରାଧର ମୁକାବିଲା : ଉଦଘାଟିତ ହେଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର।(www.cybercrime.gov.in)
୨-ବିଦ୍ୟୁତ୍ ବିଲ୍ ପୈଠ ପାଇଁ ସମୟ ଦିଆଯାଉ-ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି।
୩-ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ: ୨୩୦୮କୋଟି ଦେଇଥିଲେ, ପୁଣି ଦେବେ ୯୦୦ କୋଟି।
୪-ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ, ଚୁନା ହୋଇଗଲା ୧୦୦ ଦୋକାନ।
୫-’ହୋସ୍ଲା-୨୦୧୯’ ପ୍ରତିଯୋଗିତାରେ ସଫଳ ଓଡ଼ିଶା ଦଳକୁ ପୁରସ୍କୃତ କଲେ ନବୀନ।
୬-ଶୁକ୍ରବାର ଠାରୁ ସାରା ଦେଶରେ ଲାଗୁହେଲା CAA ( ନାଗରିକତ୍ବ ସଂଶୋଧନ ଆଇନ)।
୭-ମୁଖ୍ୟମନ୍ତ୍ରୀଙ୍କ 5T ଛାଟ।ପୁଣି ଦୁର୍ନୀତି ପାଇଁ ବିଦା ହେଲେ ୪ ସରକାରୀ ଅଧିକାରୀ, ୨ଜଣଙ୍କୁ ମିଳିଲା ବାଧ୍ୟତାମୂଳକ ଅବସର।
୮-ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା ଘଟଣା:ବନ୍ଧା ହେଲେ କୋରାପୁଟ ଡିଇଓ ପ୍ରମୋଦ ପଣ୍ଡା ।
୯-ଆଜିଠୁ ୫ଦିନ ପାଇଁ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।
୧୦-ତାଳଦଣ୍ଡା ପୋଲ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଘଟଣା, ଗିରଫ ହେଲେ 7 ଅଧିକାରୀ।
୧୧-ରସଗୋଲା ମହୋତ୍ସବ ୨୦୨୦: ଏଥର କଟକର ବାଲିଯାତ୍ରା ଉପର ପଡ଼ିଆରେ ଜାନୁଆରୀ ୧୫ ତାରିଖ ସନ୍ଧ୍ୟା ୫ଟା ସମୟରେ।
୧୨-ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଲୋକସେବା ଭବନରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
୧୩-ଦିଲ୍ଲୀ ପୋଲିସ ଜାରି କଲା ଜେଏନୟୁ ହିଂସା ଘଟଣାରେ ସନ୍ଦିଗ୍ଧଙ୍କ ଫଟୋ, ତାଲିକାରେ ସଭାପତି ଆଇଶି ଘୋଷଙ୍କ ନାମ ମଧ୍ୟ ସାମିଲ।
୧୪-ପୁଣେରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ।
୧୫-ଯାନ୍ତ୍ରିକ ତ୍ରୁଟି ନୁହେଁ, ଇରାନର ମିସାଇଲ ମାଡ଼ରେ ଜଳିଯାଇଥିଲା ୟୁକ୍ରେନ ବିମାନ।