ଚାନ୍ଦବାଲି ବ୍ଲକ ଭୁଇଁବୃତି ପଞ୍ଚାୟତ ବାସୀଙ୍କ ପକ୍ଷରୁ ବିଡ଼ିଓଙ୍କ ମାତ୍ର ଅଧିକ କାର୍ଯ୍ୟ ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ଘେରଉ…

ଦେବକାନ୍ତ ମହାନ୍ତି, ୧୧//୦୪//୨୦୨୨- ଚାନ୍ଦବାଲି ବ୍ଲକ ଭୂଇଁବୃତି ପଞ୍ଚାୟତ ବାସୀଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ କରିବା ସହ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ବିଡ଼ିଓଙ୍କୁ ଚେତାବନୀ ଦେଇଛନ୍ତି ।

ଭୂଇଁବୃତି ଫଚାୟତ ବାସୀମାନେ ଦିର୍ଘ ୧୦ ବର୍ଷ ହେବ ମା ଶୁଭଲକ୍ଷ୍ମୀ ଏସ ଏସ ଜି ଗୃପ ମାଧ୍ୟମରେ ସରକାରୀ ରାସନ ସାମଗ୍ରୀ ନେଉଥିଲେ, ହେଲେ ଚାନ୍ଦବାଲି ବିଡ଼ିଓ ବିନା କାରଣରେ ଏପ୍ରିଲ ମାସ ଠାରୁ ଖାଉଟି କେନ୍ଦ୍ରକୁ ନବୀକରଣ କରୁ ନଥିବାରୁ ସାଧାରଣ ଉପଭୋକ୍ତା ମାନେ ସରକାରୀ ରାସନ ସାମଗ୍ରୀ ନେବାରେ ବଞ୍ଚିତ ହୋଇଛନ୍ତି । ଏଥିସହ ମା ଶୁଭଲକ୍ଷ୍ମୀ ଏସ ଏଚ ଜି ଗୃପ ବିରୁଦ୍ଧରେ କୌଣସି ଅଭିଯୋଗ ନଥିବାବେଳେ ବିଡ଼ିଓ ରାଜନୈତିକ ଚାପରେ ଖାଉଟି କେନ୍ଦ୍ରକୁ ନବିକରଣ କରୁନାହାନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଯାହା ପାଇଁ ଉପଭୋକ୍ତା ମାନେ ଏହାର ପ୍ରତିବାଦ କରି ବିଡ଼ିଓଙ୍କ କାର୍ଯ୍ୟାଳୟ ଘେରିବା ସହ ଜବାବ ମାଗିଥିଲେ । ଯଦି ୩ ଦିନ ମଧ୍ୟରେ ଏହା ଉପରେ ଚାନ୍ଦବାଲି ବିଡ଼ିଓ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ବ୍ଲକ କାର୍ଯ୍ୟାଳୟରେ ଧାରଣାଦେବା ପାଇଁ ଫଚାୟତ ବାସୀ ମାନେ ଚେତବାନୀ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାନସ ସ୍ବାଇଁ ହତ୍ୟା ମାମଲାରେ ସର୍ମିଷ୍ଟା ସମେତ ଅନ୍ୟ ଆସାମିଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ଚାନ୍ଦବାଲି ଜେ ଏମ୍ ଏଫ୍ ଏମ୍ କୋର୍ଟରେ ହାଜର କରାଗଲା...

Mon Apr 11 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୧-୪-୨୦୨୨-ମାନସ ସ୍ବାଇଁ ହତ୍ୟା ଘଟଣାରେ ମୋଟ ୮ ଜଣ ଗିରଫ ହେବା ପରେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ଗୋଟି ଗୋଟି କରି ଚାନ୍ଦବାଲି ପୋଲିସ ୬ ଜଣଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ ପାଇଁ ହାତକୁ ନେଇ ଶର୍ମିଷ୍ଠା ରାଉତ ଏବଂ ଝୁନା ଭୋଇକୁ ଗିରଫ କରିଥିଲା। ଏହି ଘଟଣାର ମୋଟ୍ ୮ଜଣ ଗିରଫ ହୋଇ ସାରିଛନ୍ତି। ଗତ […]

You May Like

Pin It on Pinterest