
ଦେବକାନ୍ତ ମହାନ୍ତି( ଚାନ୍ଦବାଲି) ୧/୫/୨୦୨୨-ପ୍ରଚଣ୍ଡ ରୁଦ୍ରତାପରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପୋଲିସ ଆରକ୍ଷୀଙ୍କ ନିର୍ଦେଶରେ ଚାନ୍ଦବାଲି ଥାନା ପକ୍ଷରୁ ଚାନ୍ଦବାଲି ଅଟୋ ଷ୍ଟାଣ୍ଡରେ ଏକ ଜଳଛତ୍ର ଷ୍ଟଲର ଉଦ୍ଘାଟନ ହୋଇଯାଇଛି l ଚାନ୍ଦବାଲି ଥାନା ପକ୍ଷରୁ ଥାନା ଅଧିକାରୀ କରୁଣାକର ରାଉତ ଏହି ଜଳଛତ୍ର ଷ୍ଟଲକୁ ଫିତା କାଟି ଉଦ୍ଘାଟନ କରିଛନ୍ତି ।

ଏହି ଜଳଛତ୍ର ଉଦ୍ଘାଟାନ ଉତ୍ସବରେ ଚାନ୍ଦବାଲି ଥାନାର ଏସ.ଆଇ ବି ବି ନାୟକ, ଅନୁରାଗ ମହାନ୍ତି, ସନ୍ଧ୍ୟା ରାୟ, ଏ.ଏସ.ଆଇ ଏନ କେ ରାଉତ, ଏସ
ମାରାଣ୍ଡି , ଏସ ହେମ୍ବ୍ରମ , ଆର କେ ଖୁଣ୍ଟିଆ, ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଏବଂ ଚାନ୍ଦବାଲି ଥାନାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଜଳଛତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
