ଆଜିର ଖାସ୍ ଖବର

୧-ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବଜେଟ୍‌, ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

୨-ଆସନ୍ତା ୨୩ ତାରିଖରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା।୨୨ତାରିଖରେ କଟକର ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହାର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ।

୩-୩ ଦଫା ଦାବୀରେ ଆଜିଠୁ ୨ଦିନିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା।

୪-ବିଦ୍ୟୁତ ଆଘାତରେ ମୃତ୍ୟୁ ହେଲେ ୪ ଲକ୍ଷ କ୍ଷତିପୂରଣ।

୫-ଛୁଟି ନେଇ ଅଧ୍ୟାପକ ରାଲି, ଧାରଣା ଓ ହରତାଳରେ ଭାଗ ନେଲେ ଅଧ୍ୟକ୍ଷ ଦାୟୀ।

୬-ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ।ସବୁ ପରିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା।ଛାପମୁକ୍ତ ହୋଇ ଓ ମନକୁ ହାଲକା କରି ଦିଅନ୍ତୁ ପରୀକ୍ଷା।

୭-ଉତ୍ତର ପ୍ରଦେଶ: ତିନି ତଲାକ ପୀଡ଼ିତାଙ୍କୁ ୬୦୦୦ ଟଙ୍କା ଲେଖାଏଁ ଭତ୍ତା ଦେବେ ଯୋଗୀ ସରକାର।

୮-ତିନିଟି ସ୍ତରରେ ସିଲ୍‌ ହୋଇଛି ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର, ଜଗିଛନ୍ତି ସଶସ୍ତ୍ର ପୁଲିସ।

୯-ଅମାନିଆ କଟକ ଷଣ୍ଢ, ଘଉଡ଼ାଇବା ପାଇଁ ଖର୍ଚ୍ଚ ହେଲାଣି ୧୨ ଲକ୍ଷ ଟଙ୍କା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Feb 20 , 2020
୧-ଭାଇରାଲ ହୋଇନାହିଁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର, ସୂଚନା ଦେଲେ ବୋର୍ଡ କର୍ତ୍ତୃପକ୍ଷ। ୨-ଭୁବନେଶ୍ୱର ରାସ୍ତା ନିର୍ମାଣକୁ ନେଇ ସାଲିଆ ସାହି ବସ୍ତିରେ ଉତ୍ତେଜନା, 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ୩-ନୁଆ ଦିଲ୍ଲୀ:ଗଠିତ ହେଲା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ମହନ୍ତ ନୃତ୍ୟଗୋପାଳ ଦାସ ଅଧ୍ୟକ୍ଷ ମନୋନୀତ। ଏପ୍ରିଲ ୪ରୁ ନିର୍ମାଣ ଆରମ୍ଭ। ୪-ଭୁବନେଶ୍ୱର: ବାଚନିକ ଭୋଟରେ କୃପାଳୁଜୀ ବିଶ୍ବବିଦ୍ୟାଳୟ ବିଲ୍ ବିଧାନ ସଭାରେ ପାରିତ। ୫-ସଜେଇ ହୋଇଛି […]

You May Like

Pin It on Pinterest