ସଚ୍ଚିଦାନନ୍ଦ ସେବା ସଂଗଠନ ଦ୍ଵାରା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିଶର ସଫେଇ…


ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):୧୯/୦୫/୨୨ – ସ୍ୱଚ୍ଛତା ହିଁ ମନୁଷ୍ୟର ପ୍ରକୃତ ପରିଚୟ ,ହାତରେ ଝାଡୁ, କୋଦାଳ, ଆଉ ମନରେ ସେବା ଭାବନା | ସକାଳୁ ସକାଳୁ କେନ୍ଦ୍ରାପଡା ର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛନ୍ତି କେନ୍ଦ୍ରାପଡ଼ା ର ସଚ୍ଚିଦାନନ୍ଦ ସ୍ବେଛାସେବୀ ସଂଗଠନ | ମନ୍ଦିରର ପରିବେଶ ଅପରିଷ୍କାର ହୋଇ ପଡିଥିଲାବେଳେ, ସମସ୍ତ ଜାଗା କୁ ସଫା କରି, ବ୍ଲିଚିଙ୍ଗ ପକେଇ, ସମାଜ ପାଇଁ ସେବା ର ଉଦାହରଣ ସୃଷ୍ଟି କରିଛନ୍ତି,ଏହି ସଂଙ୍ଘ ର ସମସ୍ତ ସଦସ୍ୟ/ସଦସ୍ୟା ।

ପୂର୍ବରୁ ଅନେକ କାର୍ଯ୍ୟ କରିଆସୁଥିଲା ବେଳେ ଆଜିର କାର୍ଯ୍ୟକୁ ଦେଖି ବୁଦ୍ଧିଜୀବୀ ମାନେ ପ୍ରସଂଶା କରିଛନ୍ତି । ତୁଳସୀ କ୍ଷେତ୍ର ଶ୍ରିଦ୍ଧ ବଳଦେବଜୀଉ କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟ ଦେବତା ପ୍ରତିଦିନ ପ୍ରଭୁଙ୍କୁ ଦର୍ଶନ କରିବାକୁ ଭକ୍ତ ମାନେ ଭି ଡ ଜମାନ୍ତି କିନ୍ତୁ ସେହି ମନ୍ଦିର ପରିସର ଭିତରେ ଏପରି ଅପରିଷ୍କାର ରହିବା ଠିକ୍ ନୁହେଁ ବୋଲି କହିଛନ୍ତି ସଚ୍ଚିଦାନନ୍ଦ ସଂଘଠନ ର ସଦସ୍ୟ ମାନେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧାନମଣ୍ଡି ହଠାତ୍ ପରିଦର୍ଶନ କଲେ ବରଗଡ଼ ଜିଲ୍ଲାପାଳ, ଆର୍ ଏମ୍ ସି କର୍ମଚାରୀଙ୍କୁ କଡ଼ା ତାଗିଦ୍...

Thu May 19 , 2022
ନବୀନ ଦଶ(ବରଗଡ଼): କଲେକ୍ଟର ମୋନିଷା ବାନାର୍ଜୀ ହଠାତ୍ ଅତାବିରା ଧାନ ମଣ୍ଡି ପରିଦର୍ଶନ କରିବା ପରେ ଗୋଡଭଗା ଓ ଗୌରଟିକ୍ରା ମଣ୍ଡି କୁ ଯାଇଥିବା ଜଣା ପଡିଛି। ପ୍ରଥମେ ଅତାବିରା ମଣ୍ଡି ରେ ଧାନସଂଗ୍ରହ ପ୍ରକ୍ରିୟା କିପରି ଚାଳିଛି ମଣ୍ଡି ସଂପାଦକ ପ୍ରଦୀପ ବେସନକୁ ପଚାରି ସଂଗୃହିତ ହୋଇଥିବା ଧାନ ଗୁଡିକ ବୁଲି ୯୩ ଜଣ ଚାଷୀଙ୍କ ଧାନସଂଗ୍ରହ କରା ଯାଇ ଥିବାବେଳେ ଧାନସଂଗ୍ରହ ନମୁନା ରଖାଯାଇ ନଥିବା ଦେଖି […]

You May Like

Pin It on Pinterest