ବାସ୍ତବବ୍ୟୁରୋ: କୋଈ ମାଇକା ଲାଲ’ କିଶାନୋ ସେ ଉଁନକି ଜମିନ ଛୀନ ନେହିଁ ଶକ୍ତି,ଏ କଥା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ |
ନୂଆଦିଲ୍ଲୀ ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରଦ୍ଦ କରିବାକୁ ଏହି ସରକାରଙ୍କ ଉଦ୍ଦେଶ୍ୟ କେବେ ନୁହେଁ କିମ୍ବା ହେବ ନାହିଁ। ବଜାର ବ୍ୟବସ୍ଥା ମଧ୍ୟ ରକ୍ଷଣାବେକ୍ଷଣ କରାଯିବ |କୋଈ ମାଇକା ଲାଲ’ କିଶାନୋ ସେ ଉଁନକି ଜମିନ ଛୀନ ନେହିଁ ଶକ୍ତି |
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହା ପ୍ରଚାର କରାଯାଇଥିଲା ଯେ ଚୁକ୍ତିଭିତ୍ତିକ ଚାଷ ମାଧ୍ୟମରେ କୃଷକଙ୍କ ଜମି ଛଡ଼ାଯିବ,ଏମିତି କେହି ନାହିଁ କୃଷକଙ୍କଠାରୁ ସେମାନଙ୍କ ଜମି ଛଡ଼ାଇ ନେଇ ପାରିବେ।କୃଷି ନିୟମରେ ଏହି ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି |
Next Post
ଆଜି ରାଜ୍ୟରେ ୨୩୪ କରୋନା ରୋଗୀ ଚିହ୍ନଟ ...
Mon Dec 28 , 2020
ବାସ୍ତବବ୍ୟୁରୋ:ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ ମାଧ୍ୟମରେ ଜଣାଇଛନ୍ତିକି, ରାଜ୍ୟରୁ ନୂଆ କରୋନା ଆକ୍ରାନ୍ତ ୨୩୪ ଜଣ ଚିହ୍ନଟ ହୋଇଥିବାବେଳେ,ଗତ ୨୪ ଘଣ୍ଟା ରେ ୩ ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୩୬ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୯୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତ ମାନେ ହେଲେ ବାଲେଶ୍ବରରୁ ୧୦ଜଣ, ଭଦ୍ରକରୁ ୩ଜଣ, ଅନୁଗୁଳରୁ ୩୬ଜଣ,ବରଗଡ଼ରୁ ୨ଜଣ,ବଲାଙ୍ଗୀରରୁ ୧୦ଜଣ, […]

You May Like
-
3 years ago
ପ୍ରକାଶ ପାଇଲା ଜେଇଇ ଆଡଭାନସ୍ଡ ରେଜଲ୍ଟ…
-
2 years ago
ସଞ୍ଜୟ ମଲହୋତ୍ରା RBI ଗଭର୍ଣ୍ଣର
-
3 years ago
ଘୁର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ


