ରାସ୍ତାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜେଜେ ମା’ ଓ ନାତୁଣୀଙ୍କ ମୃତ୍ୟୁ…

ବାଣପୁର:୨୧/୦୫- ଖୋର୍ଦ୍ଧା ଜିଲ୍ଲା ବାଣପୁର NAC ଶ୍ରୀନିବାସପୁର ଗାଁରେ ଅଘଟଣ । ରାସ୍ତାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜେଜେ ମା’ ଓ ନାତୁଣୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାଇ,ବଣପୁର ସ୍ଥିତ ସାଳିଆ ନଦୀକୁ ଶୌଚ ପାଇଁ ଯାଉଥିବା ବେଳେ ଦୁହିଁଁଙ୍କୁ ବିଦ୍ୟୁତ ଆଘାତ ଲାଗିଛି । ଘଟଣାସ୍ଥଳରେ ହିଁ ଜେଜି ମା’ ଓ ନାତୁଣୀ ଦୁହେଁ ଟଳି ପଡିଥିଲେ ।ମୃତକ କମା ନାୟକ ଏବଂ ତାଙ୍କର ନାତୁଣୀ ବେବି ନାୟକ ଙ୍କୁ ବାଣପୁର ମେଡିକାଲରେ ଭର୍ତି କରିବା ପରେ,ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେଜ୍ରିୱାଲଙ୍କ ଶିକ୍ଷା ମଡେଲ ପ୍ରତି ପ୍ରଭାବିତ କେସିଆର, ତେଲେଙ୍ଗାନାରେ ଖୋଲାଯିବ ଦିଲ୍ଲୀ ଭଳି ମଡେଲ ସ୍କୁଲ

Sun May 22 , 2022
ନୂଆଦିଲ୍ଲୀ:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ଦିଲ୍ଲୀର ଶିକ୍ଷା ମଡେଲ ଦେଖି ଉତ୍ସାହିତ ହୋଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ସରକାର ଦିଲ୍ଲୀ ଭଳି ତେଲେଙ୍ଗାନାରେ ମଡେଲ ସ୍କୁଲ ମଧ୍ୟ ଖୋଲିବେ ଏବଂ ଖୁବ୍ ଶୀଘ୍ର ଏହାର ଶିକ୍ଷକ ଓ ଅଧିକାରୀମାନଙ୍କୁ ଦିଲ୍ଲୀର ଶିକ୍ଷା ମଡେଲ ଶିଖିବା ଏବଂ ଦେଖିବା ପାଇଁ ଦିଲ୍ଲୀ ପଠାଇବେ। ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଶନିବାର ରାଜଧାନୀର ଏକ ସରକାରୀ […]

You May Like

Pin It on Pinterest