ଆଜିର ଖାସ୍ ଖବର

୧-ମହିଳା ଟ୍ବେଣ୍ଟି-୨୦ ବିଶ୍ଵକପ : ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ।

୨-ଓଡିଶା ଆଶ୍ଵସ୍ଥ – ଏସସିବିରେ ସନ୍ଦିଗ୍ଧ କରୋନା ସଂକ୍ରମଣଙ୍କ ରକ୍ତ ନମୁନା ନେଗେଟିଭ।

୩-ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି, ତାହିର ହୁସେନ୍ ଗିରଫ, ୬୫୪ ମାମଲା ରୁଜ୍ଜୁ, ୧୮୨୦ ଗିରଫ।

୪-ଓଡ଼ିଶାର ଦୌଡ଼ରାଣୀ, ଗୋଲଡେନ୍‌ ଗାର୍ଲ ଦୂତି ଚାନ୍ଦଙ୍କୁ ମିଳିଲା ଟାଇମ୍ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ଦେଶର ଶ୍ରେଷ୍ଠ ମହିଳା ଆଥ୍‌ଲେଟ୍‌ ପୁରସ୍କାର।

୫-କରୋନା ପାଇଁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ ଛୁଟି ଘୋଷଣା।

୬-ବିଜେଡିର ସାଂଗଠନିକ ସଂପାଦକ ହେଲେ ପ୍ରଣବ ପ୍ରକାଶ ଦାସ।

୭-ନୂଆଦିଲ୍ଲୀ:ସରକାରଙ୍କ ବଡ ପ୍ରସ୍ତୁତି, ଆଧାର ସହ ସଂଯୋଗ ହେବ ଭୋଟ୍ ପରିଚୟ ପତ୍ର !

୮-ଫାଇନ ଆଦାୟରେ ରେକର୍ଡ଼ କଲା ବୈାଦ୍ଧ RTO, ଯାତ୍ରୀବାହୀ ବସଠୁ ଆଦାୟ କଲା ୬ ଲକ୍ଷ ୭୨ ହଜାର ଜରିମାନା।

୯-ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଓ ଜାତୀୟ ମହିଳା ସପ୍ତାହ ଅବସରରେ କିଟ୍‌ NSS ବ୍ୟୁରୋ ପକ୍ଷରୁ ମିନି ମାରାଥନ୍‌ ଅନୁଷ୍ଠିତ।

୧୦-ରାଜ୍ୟର ତୃତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳ, ରାଜଲକ୍ଷ୍ମୀ କିଡ଼ନୀ ଦେଇ ବଞ୍ଚାଇଲେ ୨ଟି ଜୀବନ ।

୧୧-ମାର୍ଚ୍ଚ 20 ସକାଳ 5ଟା 30, ଘୋଷଣା ହେଲା ନିର୍ଭୟା ଅଭିଯୁକ୍ତଙ୍କ ନୂତନ ଫାଶୀ ତାରିଖ।

୧୨-ନୂଆଦିଲ୍ଲୀ:ଗୃହରେ ହଟ୍ଟଗୋଳ ଓ ବିଲ୍‍ ଚିରିବାକୁ ନେଇ ୭ କଂଗ୍ରେସ ସାଂସଦ ନିଲମ୍ବିତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Mar 7 , 2020
୧-ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ ରେ ମୋ ବସ ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା। ୨-ମଧ୍ୟପ୍ରଦେଶ ସରକାର ରେ ରାଜନୈତିକ ସଙ୍କଟ , ଘଡିକେ ଘୋଡା ଛୁଟୁଛି। ୩-ଆଜି ଜଷ୍ଟିସ ଅରଜିତ ପସାୟତ ଙ୍କ ଅଧ୍ୟକ୍ଷତା ରେ କଳାଧନ ସଂକ୍ରାନ୍ତୀୟ ଏସଆଇଟି ର କଟକ ରେ ବୈଠକ । ୪-ଆଜି ବର୍ଷା ଝଡ଼ ତୋଫାନ ପାଇଁ ୧୩ ଜିଲ୍ଲା କୁ ୱାର୍ଣ୍ଣିଙ୍ଗ । ଗତକାଲି ଲୋଇସିଙ୍ଗା , ଆଗଲପୁର, […]

You May Like

Pin It on Pinterest