ହେପି ହେଣ୍ଡସ୍ ଫର ଦି ଡେଫ୍ ସ୍କୁଲରେ ଦେଶର ପ୍ରତିଷ୍ଠିତ ମୁକବଧିର ଯୁବକ ମାନେ…

ନାମୋଗୁରୁ ହୋତା(ସୁବର୍ଣପୁର): ଉଲୁଣ୍ଡା ବ୍ଲକ ସ୍ଥିତ ଚଢ଼େଇପଙ୍କ ପଞ୍ଚାୟତ ଶିଖା ଇକୋ ଭିଲେଜ ଅନ୍ତର୍ଗତ ହେପି ହେଣ୍ଡ ସ୍କୁଲ ଫର ଦି ଡେଫ କୁ ଭାରତର ବିଭିନ୍ନ ପ୍ରଦେଶ ରୁ ପ୍ରତିଷ୍ଠିତ ମୁକବଧିର ଯୁବକ ମାନେ ପରିଦର୍ଶନ ରେ ଆସିଥିଲେ। ଯୁବକ ମାନେ ମୁକବଧିର ହୋଇ ମଧ୍ୟ ବିଭିନ୍ନ ଚାକିରୀ ଏବଂ ବ୍ୟବସାୟ କରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

ହେପି ହେଣ୍ଡସ ସ୍କୁଲ ର କୁନି କୁନି ପିଲାମାନେ ସେହି ଯୁବକ ମାନକୁ ସ୍ୱାଗତ କରି ତାଙ୍କ ସହିତ ବେଶ କିଛି ସମୟ ଅତିବାହିତ କରିଥିଲେ। ଯୁବକ ମାନେ ଛୋଟ ଛୋଟ ପିଲାମାନଙ୍କର ସାଙ୍କେତିକ ଭାଷା ଏବଂ ଅନ୍ୟ ବିଷୟ ମାନଙ୍କର ଜ୍ଞାନ ଦେଖି ବେଶ ପ୍ରଭାବିତ ହୋଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

"ମୋ ବାପା ଜଣେ ଟେଲର ମାଷ୍ଟର ହୋଇଥିବାବେଳେ ମା’ଦିନ ମଜୁରିଆ -ବିଜୟ ଅମୃତା କୁଲାଙ୍ଗେ

Tue Jul 12 , 2022
ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ରାଲେଗାନର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ଗଞ୍ଜାମ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ବର୍ତମାନର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ | ତାଙ୍କ ପିତା ଜଣେ ଟେଲର ଭାବରେ କାର୍ଯ୍ୟ କରୁଥିବା ବେଳେ ମାଆ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ | ତାଙ୍କ ମାତାପିତା ପରିବାରର ଆବଶ୍ୟକତା ପୂରଣ କରିବାକୁ ଦିନସାରା ପରିଶ୍ରମ କରୁଥିବାର କୁଲାଙ୍ଗେ ଛୋଟବେଳୁ ଦେଖିଥିଲେ | ଦିନକୁ […]

You May Like

Pin It on Pinterest