୧-ବିଧାନସଭାରେ ବାୟୋମେଟ୍ରିକ ମନା । କରୋନାର ମୁକାବିଲା କରିବାକୁ କର୍ମଚାରୀଙ୍କ ପାଇଁ ଜାରି ହେଲା ଆଡଭାଇଜରି ।
୨-ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ।ମ୍ୟାଚ୍ ଅପରାହ୍ଣ ୧.୩୦ରେ।
୩-ଏବେ ସୁଦ୍ଧା କନ୍ଧମାଳର ୭୦ ପ୍ରତିଶତ ଗାଁକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ନାହିଁ, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ।
୪-ଅନିଲ ଅମ୍ବାନୀଙ୍କ କମ୍ପାନୀ ଓ ସୁଭାଷ ଚନ୍ଦ୍ରାଙ୍କ ଉପରେ ୟେସ୍ ବ୍ୟାଙ୍କର ରହିଛି ୨୧ ହଜାର ଟଙ୍କାର ଋଣ।
୫-ଭୋଗରାଇ:ଚା’ ବଦଳରେ ବିଷ ! ବାହାଘରରେ ବିଷାକ୍ତ ଚା’ ପିଇ ୧୫ ଗୁରୁତର, ମେଡିକାଲରେ ଭର୍ତ୍ତି ।
୬-ଭାରତରେ ୬୨ କରୋନା ଆକ୍ରାନ୍ତ; କେରଳରେ ହାଇଆଲର୍ଟ, ବିବାହ ଓ ସିନେମା ହଲ୍ ବନ୍ଦ।
୭-ଭୁବନେଶ୍ୱର ରାସ୍ତାରେ ମହିଳାଙ୍କୁ ମାଡ଼ ମାରିବା ଘଟଣାରେ ଖୋଳତାଡ, ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍।
୮-ଭୋପାଳ:ପଦ୍ମ ଧରିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ।ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ ଜ୍ୟୋତିରାଦିତ୍ୟ।
୯-ସୁବର୍ଣ୍ଣପୁରର:ବିଦ୍ୟାଳୟ ପରିସରରେ ପରିବା ବଗିଚା । ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ତଟକା ପରିବା ଦେବାକୁ ପ୍ରୟାସ, ପ୍ରଧାନ ଶିକ୍ଷକ ଦାମୋଦର ପଣ୍ଡାଙ୍କ ପରିବା ବଗିଚାକୁ ନେଇ ଚର୍ଚ୍ଚା ।
୧୦-ଭୁବନେଶ୍ୱର:ଚଢ଼ା ଦରରେ ମାସ୍କ ଓ ସାନିଟାଇଜର ବିକିଲେ କଡା କାର୍ଯ୍ୟାନୁଷ୍ଠାନ:ଡ୍ରଗସ କଣ୍ଟ୍ରୋଲର
୧୧-ଷ୍ଟେଟ ବ୍ୟାଙ୍କର ବଡ ଘୋଷଣା, ଆଉ ରହିବନି ମିନିମମ୍ ବାଲାନ୍ସ, ପଡିବନି ଫାଇନ୍।



