ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ମହାନବମୀ ଏହି ବିଧି ସହିତ ମାତାଙ୍କୁ ଉପାସନା କରନ୍ତୁ, ଜଣାନ୍ତୁ ଶୁଭ ସମୟ,ମନ୍ତ୍ର ଏବଂ ପୂଜାବିଧି…

Tue Oct 4 , 2022
ଡ଼.ନବକିଶୋର ମିଶ୍ର ଆଜି ନବରାତ୍ରୀର ପବିତ୍ର ପର୍ବର ଶେଷ ଦିନ | ନବରାତ୍ରିର ୯ ଦିନରେ, ନଅ ରୂପରେ ମାତାଙ୍କୁ ପୂଜା କରାଯାଏ | ନବରାତ୍ରିର ଶେଷ ଦିନରେ ମା ସିଦ୍ଧିଦାତ୍ରୀ ରୂପେ ପୂଜା କରାଯାଏ | ମା ସିଦ୍ଧିଦାତ୍ରୀ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି ଏବଂ ସେମାନଙ୍କୁ ଖ୍ୟାତି, ଶକ୍ତି ଏବଂ ଧନ ମଧ୍ୟ ପ୍ରଦାନ କରନ୍ତି |ଶାସ୍ତ୍ରରେ,ମା ସିଦ୍ଧିଦାତ୍ରୀ ଙ୍କୁ ସଫଳତା ଏବଂ ପରିତ୍ରାଣର ଦେବୀ ବୋଲି […]

You May Like

Pin It on Pinterest