ବଜାର କୋଲକାତା ସପିଙ୍ଗ ମଲ୍‌ ସିଲ୍‌ ନିୟମ ଉଲ୍ଲଂଘନ କରିବା ପଡିଲା ମାହାଙ୍ଗା…

ସଞ୍ଜୟ ଶତପଥୀ(କଟକ) ୧୩।୧୦ : ବଜାର କୋଲକାତା ସପିଙ୍ଗ ମଲ୍‌ ସିଲ୍‌ ନିୟମ ଉଲ୍ଲଂଘନ କରିବା ପଡିଲା ମାହାଙ୍ଗା । ସିଲ୍‌ ହେଲା କଟକ ସିଡିଏ ସେକ୍ଟର-୭ରେ ଥିବା ବଜାର କୋଲକାତା ସପିଙ୍ଗ ମଲ୍‌ ।ସିଏମ୍‌ସି କର୍ତ୍ତୃପକ୍ଷ ସପିଙ୍ଗ ମଲ୍‌କୁ ସିଲ୍‌ କରିଛନ୍ତି ।

ସୂଚନା ଅନୁଯାଇ,ଏହି ସିଡିଏସ୍ଥ ସପିଙ୍ଗ ମଲର ଗାଡି ପାର୍କିଂ ସ୍ଥାନ ନଥିବା, ଵିଲଡିଂ ନିର୍ମାଣରେ ନିର୍ଦ୍ଧାରିତ ନିୟମର ଉଲଙ୍ଘନ ହୋଇଥିଵା ଏବଂ ସମ୍ପୃକ୍ତ କୋଠାରେ ସପିଙ୍ଗ ମଲ ଖୋଲିଵା ପାଇଁ କୌଣସି ଅନୁମତି ନଥିବା ଦର୍ଶାଇ ସିଏମସି ପକ୍ଷରୁ ଏହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିଏମସି ଡେପୁଟି କମିଶନର ଅଜୟ ମହାନ୍ତି ଓ ଏନଫୋର୍ସମେଣ୍ଟ ସ୍କ୍ବାଡ ପହଞ୍ଚି ତଦନ୍ତ କରିବା ପରେ ଏହି ମଲଟିକୁ ସିଲ କରିଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ୟୁପିରେ ଚାରି ଚକିଆ ଇଲେକ୍ଟ୍ରିକ୍ ଯାନ ଉପରେ ଏକ ଲକ୍ଷ ରିହାତି ୧୦ ଲକ୍ଷ ଯୁବକଙ୍କୁ ରୋଜଗାର କ୍ଷମ ଯୋଜନା...

Thu Oct 13 , 2022
ବାସ୍ତବବ୍ୟୁରୋ:ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗୁରୁବାର ୟୁପି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ ବୈଦ୍ୟୁତିକ ଯାନ ଉତ୍ପାଦନ ଏବଂ ମୋବିଲିଟି ପଲିସି -୨୦୨୨ କୁ ଅନୁମୋଦନ କରାଯାଇଛି | ଏହା ଅଧୀନରେ ବୈଦ୍ୟୁତିକ ଯାନ କ୍ରୟ ଉପରେ ସବସିଡି ପ୍ରଦାନ କରାଯିବ। ଏହା ଅଧୀନରେ ସରକାର ରାଜ୍ୟରେ ୩୦,୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ପ୍ରାୟ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଯୋଗାଇବ […]

You May Like

Pin It on Pinterest