‘ମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚିର ପ୍ରୟାସ ପ୍ରେରଣାଦାୟୀ’।ପଦ୍ମଶ୍ରୀ ଚରଣ ହେମ୍ବ୍ରମ,ପଦ୍ମଶ୍ରୀ ସାବରମତୀ, ସାଂସଦ ଶ୍ରୀ ଦିଲ୍ଲୀପ ରାୟ, ସୁଶ୍ରୀ ଜ୍ୟୋତିର୍ମୟୀ ନାୟକ ଓ ଶ୍ରୀ ଦୀପ୍ ଗ୍ରେସ୍, ଶ୍ରୀ ସାତ୍ତ୍ୱିକ ସତ୍ୟକାମ ଦେବତା, ଶ୍ରୀ ପାର୍ଥସାରଥୀ ମହାନ୍ତ ଓ ଶ୍ରୀ ଆଶୁତୋଷ ନାୟକଙ୍କୁ ରୁଚି ପ୍ରତିଭା ସମ୍ମାନ। “ଆପ୍ ରୁଚି ଖାନା”:-ଏହି କଥାଟିକୁ ଆଧାର କରି ଆଜିମାନବତାର ସେବା ଓ ସମାଜର ଉନ୍ନତି ପାଇଁ ରୁଚି […]
Cuttack
କଟକ(ସଂଜୟ ଶତପଥୀ): ଆଗାମୀ ପାର୍ବଣକୁ ଆଖି ଆଗରେ ରଖି ଚୋରା ନିଶା କାରବାର କୁ ରୋକିବା ଲାଗି କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ବାରମ୍ବାର ଚଢାଉ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଅବକାରୀ ନିରୀକ୍ଷକ ଶ୍ରୀ କମଲ ଲୋଚନ ପାଇକରାୟଙ୍କ […]
କଟକ(ବାସ୍ତବକଥା): କଟକ ମହାନଗର ନିଗମ ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ତିନିଘରିଆ ଗ୍ରାମର ଗୋପିନାଥ ଜୀଉ କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ଓ ନିଶୁକ ଫିଜିଓ ଥେରାପି ଶିବିର ଅନୁଷ୍ଠିତ ହୋଇଥିଲା । ତିନିଘରିଆ ୟୁ.ପି, ସ୍କୁଲ ପ୍ରାଙ୍ଗଣେ ଅନୁଷ୍ଠିତ “ରକ୍ତଦାନ ମହାପୂଣ୍ୟ” କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁପାଟଣା ଥାନାର ଆଇ ଆଇ ସି ଶ୍ରୀଯୁକ୍ତ ଶ୍ରୀ ଚିତ୍ତରଞ୍ଜନ ରାଉତ ଯୋଗଦେଇ ରକ୍ତଦାନ ମହାପୂଣ୍ୟ ଓ ରକ୍ତଦାନ […]
ଶ୍ରେଷ୍ଠ ଓ ଶୀର୍ଷ ଓଡ଼ିଆଙ୍କ ସମେତ ନବସୃଜନ ହେବେ ସମ୍ମାନିତ କଟକ(ସଞ୍ଜୟ ଶତପଥୀ) : ସୁଦୀର୍ଘ ତିନି ଦଶନ୍ଧି ଧରି ରାଜ୍ୟ ଏବଂ ଦେଶର କୃତବିଦ୍ୟା ପ୍ରତିଭାମାନଙ୍କୁ ଗୋଟିଏ ମଞ୍ଚ ରେ ସମ୍ମାନିତ କରି ପ୍ରତିଭା ପୂଜନ କ୍ଷେତ୍ରରେ ଏକ ନିଆରା ପରମ୍ପରା ସୃଷ୍ଟି କରିଥିବା ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଚଳିତବର୍ଷର ୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହ । ସାନ୍ତାଳୀ ଭାଷାର ବିଶିଷ୍ଟ […]
ତେନ୍ତୁଳୀଖୁଣ୍ଟି(ବାସ୍ତବ କଥା):-AgriStack ID ପଞ୍ଜୀକରଣକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆଶଙ୍କା ଦେଖାଦେଇଛି। ଏନେଇ ତେନ୍ତୁଳୀଖୁଣ୍ଟି ବ୍ଲକ ପୁଜାରୀଗୁଡ଼ା ଗ୍ରାମରେ ଅଞ୍ଚଳର ଚାଷୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ AgriStack ID ପଞ୍ଜୀକରଣ ପ୍ରକ୍ରିୟାକୁ ନେଇ ଚାଷୀମାନେ ବିଭିନ୍ନ ସମସ୍ୟା ଓ ଆଶଙ୍କା ଉପସ୍ଥାପନ କରିଥିଲେ। ଚାଷୀମାନଙ୍କ କହିବା ଅନୁଯାୟୀ, ଅଞ୍ଚଳର ବହୁ ଆଦିବାସୀ, ଦଳିତ, ପଛୁଆ ଓ ସାଧାରଣ ବର୍ଗର ପରିବାର ପିଢ଼ି ପିଢ଼ି ଧରି […]
କେନ୍ଦ୍ରାପଡା(ଚତୁର୍ଭୁଜ ଦାଶ):ସମଗ୍ର ଦେଶ ସ୍ବାଧୀନତା ର ୮୦ ବର୍ଷ ପାଳନ କରୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଡିହସାହି ଗ୍ରାମର ବାସିନ୍ଦା ଜଳବନ୍ଦୀ ହୋଇଥୂବାର ଦେଖିବାକୁ ମିଳିଛି।ଏହା କେବଳ ପାଣି ଜମିବାର ଦୃଶ୍ୟ ନୁହେଁ ବରଂଏହା ହେଉଛି ବର୍ଷବର୍ଷ ଧରି ଜଳ ନିଷ୍କାସନର ପଥ ବନ୍ଦ ହୋଇ ରହିଥିବା ଏକ ଗ୍ରାମର ନିରବ ଆହ୍ୱାନ।ଡିହସାହି ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ଦୀର୍ଘଦିନ ଧରି ଜଳବଦ୍ଧତାର […]
ଭୁବନେଶ୍ଵର(ବାସ୍ତବ କଥା):ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ଅସ୍ଥାୟୀ ରୋକ୍ ଲଗାଇଛନ୍ତି। ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଏହି ନିଯୁକ୍ତି ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଓଡ଼ିଶା ଡିଜିପି ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ର ଉଲ୍ଲେଖ କରିବା […]
କଟକ(ସଂଜୟ ଶତପଥୀ): ରବିବାର କଟକ ମର୍କତ ନଗରର କୃଷକ ବଜାର ସ୍ଥିତ କଟକ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଠାରେ ଜିଲ୍ଲା ଅବକାରୀ ସିପାହୀ ସଂଘ ର ଦ୍ୱିବାର୍ଷିକ ସାଧାରଣ ସଭା ଓ କାର୍ଯ୍ୟ ନିର୍ବାହୀ ପରିଷଦ ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଅଛି। ଏହି ନିର୍ବାଚନ ରେ କଟକ,କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲା ର ସମସ୍ତ ଅବକାରୀ ବିଭାଗର କାର୍ଯ୍ୟରତ ସିପାହୀ ମାନେ ଅଂଶ ଗ୍ରହଣ କରିଥିଲେ।ଏହି ନିର୍ବାଚନ […]
୨୫୦ କିମି ପରିଧିରେ ବାତ୍ୟା, ବଜ୍ରପାତ ଓ ପ୍ରବଳ ବର୍ଷାର ମିଳିବ ଆଗୁଆ ସୂଚନା ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ଉତ୍ତର ଓଡ଼ିଶାର ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ବାଲେଶ୍ୱରରେ ନିର୍ମାଣାଧୀନ ଅତ୍ୟାଧୁନିକ ଡପଲର ରାଡାର ଷ୍ଟେସନ ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଜିଲ୍ଲା ସଦର ବ୍ଲକର ହିଡିଗାଁ ଅଞ୍ଚଳରେ ନିର୍ମିତ ଚାରି ମହଲା ବିଶିଷ୍ଟ ରାଡାର ଭବନରେ ରାଡାର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ […]
କଟକ(ସଂଜୟ ଶତପଥୀ): କଟକର ଜଳବନ୍ଦୀ ସମସ୍ୟା ସବୁବେଳେ କଟକବାସୀ ଙ୍କ ଲାଗି ଏକ ପ୍ରମୁଖ ସମସ୍ୟା ହୋଇ ପଡ଼ିଥିଲା ବେଳେ, କଟକ ମହାନଗର ନିଗମର ମେୟର, କମିଶନର ଓ ଅନ୍ୟାନ୍ୟ ଅଧିକାରୀମାନେ ନୀରବ ରହିବା ଏକ ଦୁର୍ଭାଗ୍ୟର ବିଷୟ। ଜଳବନ୍ଦୀ ର ସମସ୍ୟା କୁ ନେଇ “ବାସ୍ତବ କଥା” ଖବରକାଗଜରେ ବାରମ୍ବାର ଖବର ପରେ,ମହାନଗର ନିଗମ ମେୟର ନିଜ ପ୍ରତିକ୍ରିୟାରେ ଏକ ଘରୋଇ ଗୃହ ନିର୍ମାଣ ସଂସ୍ଥା କଟକ ମହାନଗର […]


