କଟକ(ସଂଜୟ ଶତପଥୀ)୧୨/୦୮:-ଆଜି ରାଜ୍ୟର ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ‘ଅସ୍ତିତ୍ବ ‘ ପକ୍ଷରୁ ବିଶ୍ୱ ହସ୍ତୀ ଦିବସ ବାଙ୍କୀ ର ଗୟଲବାଙ୍କ, କଇଁମୁଣ୍ଡି, ଭଗିପୁର, ବାରଙ୍ଗ, ଭରତପୁର, ଅନ୍ଧାରୁଆ ଠାରେ ପାଳିତ ହୋଇଯାଇଛି।ଅନୁଷ୍ଠାନ ର ସମ୍ପାଦକ ପ୍ରକୃତି ବନ୍ଧୁ ଗୌତମ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳିତ କରି କହିଥିଲେ କି, ହାତୀ ଆମ ସାଥି ତାହାର ସୁରକ୍ଷା ଆମ ଦାୟିତ୍ୱ।ନୂତନ ଜଙ୍ଗଲ ସୃଷ୍ଟି ଜୈବ ବିବିଧତା ରେ ହାତୀ ର […]

କଟକ(ସଂଜୟ ଶତପଥୀ)୧୨/୮: ସିଡିଏ ସେକ୍ଟର-6 ମା’ ମଙ୍ଗଳା ଉଠାଦୋକାନୀ ସଂଘର ସଦସ୍ୟ ଜିତେନ୍ଦ୍ର ସାସମଲ(38) ଆତ୍ମହତ୍ୟା ଉଦ୍ୟମ କରି କଟକ ବଡ ମେଡ଼ିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାପଡିଛି ।ଏହି ଘଟଣା ପ୍ରଚାରିତ ହେବା ପରେ ମର୍କତନଗର ସମେତ କଟକ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି । କଟକ ଉଠାଦୋକାନୀ ମହାସଙ୍ଘ ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତି ଖବର ପାଇବା ପରେ ଗଭୀର ଉଦବେଗ ପ୍ରକାଶ କରିଥିଲେ ।ପରିବାର […]

ବରଗଡ଼୧୧/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଙ୍କ ସମେତ ପଦ୍ମପୁର ଉପଜିଲ୍ଲା ପାଳ ଅରୁଗୁଲା ସ୍ନେହା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୁବେର ମହନ୍ତ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।ସୂଚନାଯୋଗ୍ୟକି,ଉକ୍ତ ଶିବିର ରେ ଜଳସେଚନ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ ଯୋଗାଣ,ରାସନ କାର୍ଡ,ବାର୍ଦ୍ଧକ୍ୟ […]

କଟକ(ସଂଜୟ ଶତପଥୀ): ଆଗାମୀ ଅଗଷ୍ଟ ୧୪ ତାରିଖ ରେ ସମଗ୍ର ଭାରତବର୍ଷରେ ପାଳିତ ହେବାକୁ ଯାଉଛି ଅଖଣ୍ଡ ଭାରତ ସଂକଳ୍ପ ଦିବସ। ସ୍ଵାଭିମାନୀ ହିନ୍ଦୁ ପ୍ରେମୀଙ୍କୁ ଏକାଠି କରିବାର ତଥା ନେତାଜୀଙ୍କ ସ୍ବପ୍ନ “ଅଖଣ୍ଡ ଭାରତ” ଗଠନ ର ସ୍ବପ୍ନ କୁ ସାକାର କରିବା ଲାଗି ଆଜି କଟକ ଲିଙ୍କ ରୋଡ଼ ସ୍ଥିତ ସୁଲୋଚନା ସେବା ସଂଘ କାର୍ଯ୍ୟାଳୟ ଠାରେ ସଂଘ ର ସଭାପତି ଶ୍ରୀ ସୁଶାନ୍ତ କୁମାର ପାତ୍ର […]

କଟକ(ସଂଜୟ ଶତପଥୀ):ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ, ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ପକ୍ଷରୁ କଟକ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଜନୈକ କନିଷ୍ଠ ସହାୟକ ଶ୍ରୀ ଅଜିତ୍ କୁମାର ମହାରଣା ଙ୍କ ବିରୁଦ୍ଧରେ ଦୁର୍ନୀତି ର ଏକ ଅଭିଯୋଗ ପତ୍ର ଫୋରମ୍ ର ସଭାପତି ଶ୍ରୀ ବସନ୍ତ କୁମାର ଜେନା, ସାଧାରଣ ସମ୍ପାଦକ ଶ୍ରୀ ଅନ୍ନଦା ପ୍ରସାଦ ରାଉତରାୟ ଓ ସମ୍ପାଦକ ଶ୍ରୀ […]

କଟକ(ସଂଜୟ ଶତପଥୀ): ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ପକ୍ଷରୁ ଆୟୋଜିତ ଦଶାବତାର କଥାମୃତ ଗତକାଲି ଐତିହାସିକ ଟାଉନହଲ ସଭାଗୃହରେ ଉଦଯାପିତ ହୋଇଯାଇଛି । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ରାଜନେତା ନୟନ କିଶୋର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ବିଜେପି ରାଜ୍ୟ ଉପ-ସଭାପତି ସୁନାମଧନ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସତସଙ୍ଗକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସଦଗୁରୁଙ୍କ […]

କଟକ(ସଂଜୟ ଶତପଥୀ): ପେନସନ ଅଭିବୃଦ୍ଧି ବନ୍ଦ କରିବାକୁ ସଂଶୋଧିତ ନିୟମର ପ୍ରତ୍ୟାହାର ଓ ୮ମ ବେତନ କମିଶନ ବିଧିବଦ୍ଧ ଭାବେ ବସାଇ ଟର୍ମ ଏଣ୍ଡ ରେଫେରେନ୍ସ ଘୋଷଣା କରିବା ଦାବିରେ ଆଜି ,କଟକ ଜିପିଓ ଠାରେ ସର୍ବଭାରତୀୟ ସିଭିଲ ପେନସନର ଫୋରମ ଆହ୍ବାନରେ ସଙ୍ଗଠିତ ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ କର୍ମଚାରୀ ନେତା ତଥା ସିଭିଲ ପେନସନର ଫୋରମର ରାଜ୍ୟ ଆବାହକ ରବିନ୍ଦ୍ର ନାଥ ଧଳ […]

ସଂଜୟ ଶତପଥୀ(କଟକ): ଭାଜପା କଟକ ଜିଲ୍ଲା ତରଫରୁ ୨୨ ଜୁଲାଇ ଅପରାହ୍ନ ୫ ଘଟିକାରେ ବକ୍ସିବଜାର ଛକରେ ସମ୍ପ୍ରତି ଓଡିଶାରେ ମହିଳା ଅତ୍ୟାଚାର ବିଷୟକୁ ନେଇ କଂଗ୍ରେସ ର ଦୋମୁହାଁ ନୀତିର ମୁଖା ଖୋଲିବା ପାଇଁ ଏକ ପଥପ୍ରାନ୍ତ ସଭା ହୋଇଥିଲା। ପୂର୍ବତନ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ ଜିଲ୍ଲା ସଭାପତି ସୁକାନ୍ତ କୁମାର ବିଶ୍ୱାଳ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ନମିତା […]

କଟକ(ସଂଜୟ ଶତପଥୀ)୧୪।୦୭: ବାଲେଶ୍ଵରସ୍ଥିତ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ବିଶୀ ଉକ୍ତ ଅନୁଷ୍ଠାନର ଶିକ୍ଷକଙ୍କ ଦ୍ଵାରା ନିର୍ଯାତିତା ହେବା ଫଳରେ ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିବା ଘଟଣା ସମଗ୍ର ଦେଶକୁ ବ୍ୟଥୀତ କରିପକାଇଛି । ବର୍ତ୍ତମାନ୍ ଛାତ୍ରୀଙ୍କ ଶରୀରର ବହୁ ଅଂଶ ଗଭୀର ଭାବେ ପୋଡ଼ି ଯାଇଥିବାରୁ ସେ ଭୁବନେଶ୍ୱରସ୍ଥିତ ଏମସ ହସପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା […]

ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତା ରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଅତିରିକ୍ତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁରଜ କୁମାର ପଟ୍ଟନାୟକ,ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର […]

Pin It on Pinterest