କଟକ(ସଂଜୟ ଶତପଥୀ): ୧୫/୦୮ଗତ କାଲି ସିଏମସି କାଉନସିଲ ବୈଠକରେ ବକ୍ସି ଜଗବନ୍ଧୁଙ୍କର ପୂର୍ଣ୍ଣ ଅବ୍ୟୟବ ମୂର୍ତ୍ତି ବକ୍ସିବଜାର ଛକରେ ସ୍ଥାପନ ହେବାପାଇଁ ଅଗଷ୍ଟ ମାସ ୩୧’ତାରିଖ ଚୁଡାନ୍ତ କରାଯାଇଛି ବୋଲି ମେୟର ସୁବାଷ ସିଂ କାଉନସିଲ ମାଧ୍ୟମରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, […]
Cuttack
କଟକ(ସଂଜୟ ଶତପଥୀ)୧୪/୮:ଉଛେଦ ନୁହେଁ ଥଇଥାନ କର ଭେଣ୍ଡିଂ ଜୋନ ଦାବିରେ କଟକ ଉଠାଦୋକାନୀ ମହାସଙ୍ଘ ଆହ୍ୱାନରେ ଏକ ବିଶାଳ ସମାବେଶ ମହାନଗର ନିଗମ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।ଆଜି ପୂର୍ବାହ୍ନ ୧୧ ଘଟିକାରୁ ଉଠାଦୋକାନୀମାନଙ୍କର ବିଶାଳ ଶୋଭାଯାତ୍ରା ପୁରୀଘାଟ ଠାରୁ ବାହାରି ତେଲେଙ୍ଗାବଜାର ଦେଇ ମହାନଗର ନିଗମ ସମ୍ମୁଖରେ ପହଞ୍ଚିଥିଲା ।ସେଠାରେ ପହଞ୍ଚିବା ପରେ କଟକ ଉଠାଦୋକାନୀ ମହାସଙ୍ଘର ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା […]
ସଂଜୟ ଶତପଥୀ(କଟକ): ଭାଜପା ନେତ୍ରୀ ସୁଶ୍ରୀ ନିବେଦିତା ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ,କଟକ ମହାନଗର ନିଗମ ତରଫରୁ ସିଡିଏ ୯ ନମ୍ୱର ରେ ଏକ ପାର୍କ ତାଙ୍କ ନାମରେ ନାମିତ ହୋଇ ସେଠାରେ ତାଙ୍କ ପ୍ରତିମୂର୍ତ୍ତି କଟକ ମେୟର ଓ ସାଂସଦ ଙ୍କ ଦ୍ୱାରା ବହୁ ଗଣ୍ୟମାନ୍ୟଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା। ପରେ ପରେ ଉଇଣ୍ଡ ସର ପ୍ଲେସ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। […]
ସଂଜୟ ଶତପଥୀ(କଟକ): କଟକ ସହରର ମୂଖ୍ୟ ସମସ୍ୟା ହେଉଛି ଜଳ ନିଷ୍କାସନ। କିନ୍ତୁ ମହାନଗର ନିଗମ ପକ୍ଷରୁ ଶତଚେଷ୍ଟା ସତ୍ତ୍ବେ ଏହି ନିଷ୍କାସନ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇ ପାରିନାହିଁ। ଆବଶ୍ୟକତାକୁ ଦେଖୂ ନିଗମ ପକ୍ଷରୁ ବିଗତ କିଛି ଦିନ ତଳେ ବକ୍ସ ଡ୍ରେନ୍ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ କଟକ ସହର ମଧ୍ୟରେ ଥିବା ଛୋଟ ଛୋଟ ନାଳ, କିଛି ବଡନାଳ କୁ ଠିକ୍ ଭାବରେ ଜଳ ନିଷ୍କାସନ […]
ସଂଜୟ ଶତପଥୀ(କଟକ): ଆଗାମୀ ୧୫ ଅଗଷ୍ଟ ୨୦୨୪ ରେ ହେବାକୁ ଥିବା ୭୮ ତମ ସ୍ବାଧିନତା ଦିବସ ପାଳନ ଲାଗି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିଲାପାଳ ଶ୍ରୀ ଉମାକାନ୍ତ ରାଜ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କଟକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଦିବସ ରେ ପ୍ରଭାତ ଫେରି, ଶ୍ରୀରାମ ଧୂନ୍, ସହରରେ ଆଲୋକ ସଜ୍ଜା, ପ୍ରବନ୍ଧ ପ୍ରତିଯୋଗିତା, ଜାତୀୟ ପତାକା ଉତ୍ତୋଳନ, […]
ସଂଜୟ ଶତପଥୀ(କଟକ): ଓଡ଼ିଶାର କ୍ରୀଡ଼ାପ୍ରେମୀ ମାନଙ୍କୁ ଉତ୍ସାହିତ ଓ ପ୍ରେରଣା ଯୋଗାଇବାର ବାର୍ତ୍ତା ବାଣ୍ଟିବା ଲକ୍ଷ୍ୟ ନେଇ କଟକ ର ମେରିଆ ବଜାର ସ୍ଥିତ ମଙ୍ଗରାଜ କଲୋନୀ ଠାରେ ଏକ ଦିବସୀୟ ଜୁନିୟର ପ୍ରିମିୟର୍ ଲିଗ୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗିତା ରେ କଟକର ତିନୋଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗୀତା ରେ ଫାଇନାଲରେ ପହଞ୍ଚିବା ପରେ ଦୁଇ ଦଳ ଡ୍ରାଗନ୍ ସୁପର କିଙ୍ଗ୍ ଓ […]
ସଂଜୟ ଶତପଥୀ(କଟକ): ବିଗତ ୬ ବର୍ଷର ବ୍ୟବଧାନ ପରେ , ବାରମ୍ବାର ଦାବି ସତ୍ତ୍ବେ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ତଥା ଯାହା ନାମରେ ବକ୍ସିବଜାର ନାମିତ ସେହି ବରପୁତ୍ର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଙ୍କର ଏକ ପ୍ରତିମୂର୍ତ୍ତି ବକ୍ସି ବଜାର ଛକରେ ସ୍ଥାପନା ହୋଇପାରିଲା ନାହିଁ। ଏଥୂପ୍ରତି କଟକ ମହାନଗର ନିଗମ ର ମେୟର ଓ କମିଶନର ଙ୍କୁ ବାରମ୍ବାର ଭେଟିବା ଓ ଜଣାଇଥିଲେ ମଧ୍ୟ କଟକ ମହାନଗର […]
ସଂଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ଅଧିନରେ ଥିବା କଟକ ଦରଘା ବଜାର ଥାନା କୁ ଏକ ବଡ ସଫଳତା ମିଳିଛି। ହସ୍ତଗତ ହୋଇଥୂବା ଖବର ଅନୁଯାୟୀ କଟକ ନିମସାହି ର ବାସିନ୍ଦା ମହମ୍ମଦ ଆଜାର୍ ଏକ ବ୍ୟାଙ୍କ ଠକାମୀ ର ଶିକାର ହୋଇଥୂବା ନେଇ ସ୍ଥାନୀୟ ଦରଘା ବଜାର ଥାନା ରେ ତା ୧୩/୦୭/୨୦୨୪ ରିଖ ଦିନ ଏକ ଏତାଲା ଦାୟର କରିଥିଲେ। ଏହି ଏତଲାକୁ ଭିତ୍ତିକରି ଦରଘାଵଜାର […]
କଟକ(ସଂଜୟ ଶତପଥୀ): ନୂଆଦିଲ୍ଲୀସ୍ଥିତ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ରାଷ୍ଟ୍ରୀୟ ସଂଗଠକ ଶ୍ରୀମତୀ ମମତା ସେହେଗାଲ୍ ଙ୍କ ନିର୍ଦ୍ଦେଶରେ ଫାଉଣ୍ଡେସନ ର ରାଷ୍ଟ୍ରୀୟ ଉପ-ସଭାନେତ୍ରୀ ସୁଶ୍ରୀ ପୁଷ୍ପିତା ମହାପାତ୍ର ଙ୍କ ନେତୃତ୍ବରେ ଫାଉଣ୍ଡେସନର ଏକ ପ୍ରତିନିଧି ମଣ୍ଡଳୀ କଟକ ର ଜିଲ୍ଲାପାଳ ଶ୍ରୀ ଅରବିନ୍ଦ ଡାକୁଆ(ଭା.ପ୍ର.ସେ) ଙ୍କୁ ଭେଟି ୧୧ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହାକୁ ବିଚାରକୁ ନେବା ଲାଗି ଅନୁରୋଧ କରିଥିଲ। ଗଣମାଧ୍ୟମ […]
ସଂଜୟ ଶତପଥୀ(କଟକ)୧୨/୭/: ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ପକ୍ଷରୁ ଲିଙ୍କ ରୋଡ ସ୍ଥିତ ଶୀତଲ ହୋଟେଲରେ ବିଶ୍ୱ ଜନସଂଖ୍ଯା ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମରେ ରେଭେନସା ବିଶ୍ୱବିଦ୍ଯାଳୟର ପ୍ରାଧ୍ଯାପକ ପ୍ରଫେସର ଶିବବ୍ରତ ଦାସ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ଯରେ ଜନସଂଖ୍ଯା ଦିବସର ତାତ୍ପର୍ଯ୍ଯ ଏବଂ ଜନସଂଖ୍ଯା ସମ୍ବନ୍ଧିତ ବିବିଧ ବିଷୟର ପରିସଂଖ୍ଯାନ ଭିତ୍ତିକ ତଥ୍ଯ ଉପସ୍ଥାପନ କରିଥିଲେ l […]


