ସଂଜୟ ଶତପଥୀ(କଟକ): ଆଜି କଟକ ର ବାଣିପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଜନନେତା ପ୍ରଦ୍ୟୁମ୍ନ ବଳ ସ୍ମୁତି କମିଟି,ଓଡିଶା ପକ୍ଷରୁ ଓଡ଼ିଶା ର ବିଶିଷ୍ଟ ଜନନେତା, ପୂର୍ବତନ ସାଂସଦ, ଦୈନିକ ସମ୍ବାଦପତ୍ର “ପ୍ରଗତିବାଦୀ”ର ପ୍ରତିଷ୍ଠାତା ପ୍ରବାଦ ପୁରୁଷ ପ୍ରଦ୍ୟୁମ୍ନ ବଳଙ୍କ ସ୍ମୁତି ଉତ୍ସବ ମହାସମାରୋହରେ ଡକ୍ଟର ବିଜୟାନନ୍ଦ ସିଂହ, ପ୍ରଫେସର, ଗୋପବନ୍ଧୁ ଦାସ ରିସର୍ଚ୍ଚ ଚେୟାର, କିସ୍ ବିଶ୍ବବିଦ୍ୟାଳୟ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ […]

ସଂଜୟ ଶତପଥୀ(କଟକ): ବର୍ତ୍ତମାନ ଓଡିଶାରେ ପ୍ରଚଣ୍ଡ ଶୀତର ଲହରୀ ବୋହୁଥୂବା ବେଳେ ଅସହାୟ,ଗରୀବ ଓ ରାସ୍ତା କଡ଼ରେ ଗୃହ ଶୂନ୍ୟ ଜନସାଧାରଣ ବିନା ଶୀତବସ୍ତ୍ର ରେ ବହୁ କଷ୍ଟରେ ନିଜର ଜୀବନ ଅତିବାହିତ କରୁଛନ୍ତି। ଏମାନଙ୍କର ଏହି କଷ୍ଟ ଦାୟକ ଜୀବନ ଅତିବାହିତ କୁ ହୃଦୟଙ୍ଗମ କରି କଟକ ର ପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନ ଉଦୀୟମାନ ସ୍ବେଚ୍ଛାସେବୀ ମହିଳା ସଂଗଠନ ପକ୍ଷରୁ ସଭାପତି ଶ୍ରୀ ନିବାସ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ […]

ସଂଜୟ ଶତପଥୀ(କଟକ): କଟକ ସଦର ୪୨ ମୌଜାସ୍ଥିତ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ୪୪ତମ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ଦାଶ ଙ୍କ ସଭାପତିତ୍ୱ ରେ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ପ୍ରଫେସର ଡ଼ଃ. ଏସ. କେ. କଲ୍ଲୀମୁଲାହ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଜୀବନରେ କ୍ରୀଡା ର ମହତ୍ତ୍ୱ ସମ୍ବନ୍ଧରେ ବୁଝାଇ ପ୍ରେରଣା ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ […]

ସଂଜୟ ଶତପଥୀ(କଟକ): ହିନ୍ଦୁ ଧର୍ମର ସମସ୍ତ ପର୍ବ ମଧ୍ୟରୁ “ଧନୁ ସଂକ୍ରାନ୍ତି” ଏକ ଶ୍ରେଷ୍ଠ ପର୍ବ ର ମାନ୍ୟତା ବହନ କରିଛି। ଏହି ପବିତ୍ର ଦିନ ରେ ବିଶ୍ଵନିୟନ୍ତା ଶ୍ରୀକ୍ଷେତ୍ର ଅଧୀଶ୍ଵର ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପହିଲି ଭୋଗ ଭାବେ ଧନୁମୁଆଁ ଲାଗି କରାଯାଏ। ଓଡ଼ିଶା ର ପ୍ରତ୍ୟେକ ପୁରପଲ୍ଲୀରେ ଏହି ଧନୁ ସଂକ୍ରାନ୍ତି ଘରେ ଘରେ ପାଳନ ହେଉଥିବା ବେଳେ ଏହାର ମହତ୍ତ୍ଵ ଓ ତତ୍ତ୍ୱ […]

କଟକ(ସଂଜୟ ଶତପଥୀ):ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଏଡିଏମ ଶ୍ରୀଯୁକ୍ତ ଅଭିନାଶ ରାଉତଙ୍କୁ ସୁଭାଷ ସଂଗଠନର ସଦସ୍ୟମାନେ ଗତ ବୁଧବାର ଭେଟି “ଭୋକାଲ ଫର ଲୋକାଲ” କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରର ଯୁବପିଢୀଙ୍କ ଦକ୍ଷତା ଅନୁସାରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କର୍ମନିଯୁକ୍ତିର ସୁଯୋଗ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଛନ୍ତି। ସଂଗଠନ ପକ୍ଷରୁ ମତ ପ୍ରକାଶ କରିଛନ୍ତି ଯେ, ବିଶ୍ଵସ୍ତରୀୟ ଏସସିବି ମେଡିକାଲ କଲେଜର ସମ୍ପ୍ରସାରଣ […]

ସଂଜୟ ଶତପଥୀ(କଟକ): ଆଗାମୀ ମାସର ୧୫ ତାରିଖ ରୁ ଆରମ୍ଭ ହେବାକୁ ଯାଉଥିବା କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବ ବିଗତ ବର୍ଷଠାରୁ ଅଧୂକ ଆକର୍ଷଣୀୟ ହେବ ବୋଲି କହିଛନ୍ତି କଟକର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ। କଟକର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଥିବା ସଭାଗୃହ ରେ ଏକ ସାମ୍ବାଦିକ ସମ୍ମିଳନୀରେ କଟକର ମାନନୀୟ ଜିଲ୍ଲାପାଳ ସାମ୍ବାଦିକଙ୍କୁ ଆଗାମୀ ବାଲିଯାତ୍ରା ମହୋତ୍ସବ ବିଷୟରେ ଅବଗତ କରିବା ସହ […]

ସଂଜୟ ଶତପଥୀ(କଟକ): କଟକ ର ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟର ପରିସରରେ ଥିବା ମଧୁସୂଦନ କକ୍ଷରେ ମହାସମାରୋହରେ ମହାବିଦ୍ୟାଳୟର ମାନନୀୟା ଅଧ୍ୟକ୍ଷା ପ୍ରଫେସର ଡ଼ଃ ଗାୟତ୍ରୀ ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ଼ଃ ସେକ୍ କଲିମୁଲ୍ଲା ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ର ଅଧୂକାରିଣୀ ଡାକ୍ତର ଶ୍ରୀମତୀ ଯୋଗମାୟା ପଣ୍ଡା ଅତିଥି […]

ସଂଜୟ ଶତପଥୀ(କଟକ): ଏକ ଦୁଃଖଦ ଖବର ନାଟ୍ଯ ନିର୍ଦ୍ଦେଶକ ତଥା ଜନତା ରଙ୍ଗମଞ୍ଚର ଅନ୍ୟତମ ବରିଷ୍ଠ ପରିଚାଳନା କମିଟି ର ବର୍ଷିଆନ ସାଥି ନାରାୟଣ ସିଂହ ଙ୍କର ଆଜି ସକାଳେ ତାଙ୍କ ବାସଭବନରେ ବିୟୋଗ ହୋଇଯାଇଛି ।ଶେଷ ନିଶ୍ବାସ ତ୍ଯାଗ କଲାବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ।ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ।ଜନତା ରଙ୍ଗମଞ୍ଚ କୁ ପୁନର୍ଗଠନ କରିବା ପାଇଁ ବହୁ ଉଦ୍ୟମ ଅବ୍ୟାହତ ରଖିଥିଲେ ।ସେ […]

କଟକ(ସଂଜୟ ଶତପଥୀ): କଟକ ଦୋଳମୁଣ୍ଡାଇସ୍ଥିତ ହୋଟେଲ ଶ୍ରୀ ଜଗନ୍ନାଥ ସଭାଗୃହ ରେ ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ନେସନ୍ ବିଲଡର ଆଓ୍ବାର୍ଡ‌ ପ୍ରଦାନ କାର୍ଯ୍ୟକ୍ରମ ମହାସମାରୋହରେ ସଭାନେତ୍ରୀ ରୋଟାରୀଆନ୍ ସି.ଭାଗ୍ଯଶ୍ରୀ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ସୁନାମଧନ୍ୟ ଶିକ୍ଷାବିତ୍ ଡଃ ସତ୍ୟକାମ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ […]

ଭୁବନେଶ୍ୱର ୦୫/୦୯(ଗୌତମ ମିଶ୍ର ) ପଶ୍ଚିମ ଓଡିଶା ର ପାରମ୍ପରିକ ଗଣପର୍ବ ନୁଆଖାଇ ସେପ୍ଟେମ୍ବର ୮ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ କୃଷି ଭିତ୍ତିକ ପର୍ବ ସମସ୍ତ ପଶ୍ଚିମ ଓଡିଶା ଲୋକେ ଏହି ପର୍ବ ରେ ନିଜକୁ ସାମିଲ କରିଥାନ୍ତି। ଧାନ ଅମଳର ଖୁସିରେ ଏହି ଉତ୍ସବ ପାଳନ କରାଯାଇଥାଏ। ସମସ୍ତେ ନିଜ ନିଜ ଘରେ ପିଠା ପଣା ନାଚ ଗୀତ ରେ ମସଗୁଲ ହୋଇ ଏହି ଉତ୍ସବ […]

Pin It on Pinterest