ସଂଜୟ ଶତପଥୀ(କଟକ): କଟକ ସହର ର ନବୀକରଣ ତଥା ସୈ।ନ୍ଧର୍ଯୀକରଣ ଲାଗି କଟକ ମହାନଗର ନିଗମ ପକ୍ଷରୁ ବହୁ ଗଛ କଟାଯାଇଥିବା ଏବଂ କଟକ ସହରର ପରିବେଶ ସମ୍ପୂର୍ଣ୍ଣ ଅସ୍ବଚ୍ଛ ହୋଇ ପଡିବାର ଅନୁଭବ କରିବା ପରେ କଟକ ମହାନଗର ନିଗମ ପକ୍ଷରୁ ମାନନୀୟ କମିଶନର ଶ୍ରୀ ବିଜୟ କୁମାର ଦାସ ଙ୍କ ଅଧ୍ଯକ୍ଷତାରେ ବିଜୁ ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ର ଆୟୋଜନ କରାଯାଇଥିଲା। ଏହି ବୈଠକରେ […]

ସଂଜୟ ସତପଥୀ(କଖକ): କଟକ କୁ ବୃହତ ସହର କରି ତୋଳିବା ତଥା ପୁରୁଣା ଐତିହ୍ୟ “ରାଜଧାନୀ” ର ମାନ୍ୟତା ର ମୂଖ୍ୟ ଦାବୀ ସହ ଏକ ୧୮ ଟି ବିଷୟରେ ଏକ ଦାବୀ‌ପତ୍ର କଟକର ସାମାଜିକ ଅନୁଷ୍ଠାନ ବାଇମୁଣ୍ଡି ସଂଗଠନ ପକ୍ଷରୁ ଶ୍ରୀ ରାମଚନ୍ଦ୍ର ମଲ୍ଲିକ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ବାରବାଟୀ -କଟକ ର ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଶ୍ ଙ୍କୁ ଭେଟି ସମସ୍ତ ବିଷୟରେ ଅବଗତ […]

ସଂଜୟ ଶତପଥୀ(କଟକ): ଜବରଦଖଲ ରେ ଥିବା କଟକ ର ବୃହତ୍ ପୁଷ୍କରିଣୀ “ହାତୀ ପୋଖରୀ” କୁ ଜବରଦଖଲକାରୀ ଙ୍କ କବଜାରୁ ବଞ୍ଚାଇବାକୁ ଓ ପୁନରୁଦ୍ଧାର ର ଦାବୀକୁ ନେଇ କଟକ ର ମାନନୀୟ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ହିନ୍ଦୁ ସେନା। ପ୍ରକାଶ ଥାଉକି, ଓଡ଼ିଶାର ପୁରାତନ ରାଜଧାନୀ କଟକ ରେ ଓଡ଼ିଶାର ରାଜା ତଥା ଗଜପତି ବାରବାଟୀ ଠାରେ ଅବସ୍ଥାନ କରୁଥିବା ବେଳେ ବର୍ତ୍ତମାନ ର ଶିଳ୍ପ […]

କିଶନନଗର: କଟକସଦରର ନବନିର୍ବାଚିତ ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍‌ ଉପରେ ଗତ ରାତିରେ ଆକ୍ରମଣ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଯୁବକକୁ ପୁଲିସ ଧରି ଥାନାରେ ଅଟକ ରଖିଛି। ଏହା ଜଣାପଡ଼ିବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ମୁତାବକ,ଗତ ରାତି ପ୍ରାୟ ୧୧ଟାରେ କିଶୋରନଗର ରେ ଆୟୋଜିତ କଟକସଦର ରଜ ମହୋତ୍ସବ ଶେଷ ହେବା ପରେ ବିଧାୟକ ଶ୍ରୀ ସେଠୀ, ସୋମପୁର ପାଲା […]

ସଂଜୟ ଶତପଥୀ(କଟକ): ଆଜି କଟକ ର ସର୍ବପୁରାତନ ରଙ୍ଗମଞ୍ଚ “ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ” ଠାରେ ସାଂସ୍କୃତିକ ଅନୁଷ୍ଠାନ ନିଖିଳ ଉତ୍କଳ କଳା ନିକେତନ ପକ୍ଷରୁ ଆୟୋଜନ କରାଯାଇଛି ତ୍ରୀଦିବସୀୟ ରଙ୍ଗ ମହୋତ୍ସବ। ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ସୁନାମଧନ୍ୟ ଅନୁଷ୍ଠାନ ଭାଗ ନେଇଥୂବା ବେଳେ ଓଡ଼ିଶୀ ନୃତ୍ୟ, ଡ୍ରାମା ସହିତ ଓଡ଼ିଶା ର କଳାସଂସ୍କୃତି ର ପ୍ରତିଯୋଗିତା ର ଆୟୋଜନ କରାଯାଇଛି। ଆଜି କାର୍ଯ୍ୟକ୍ରମ ର ପ୍ରଥମ ଦିବସର ସନ୍ଧ୍ୟାରେ ଓଡ଼ିଶାର […]

ସଂଜୟ ଶତପଥୀ(କଟକ): ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅତିଷ୍ଠ ହୋଇ ପଡିଥୂବା ତଥା ରାସ୍ତା ରେ ଯାଉଥିବା ପଥିକମାନେ ଟୋପାଏ ପାଣି ଲାଗି ଡହଳବିକଳ ହେଉଥିବାବେଳେ, କଟକ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିୟୁ ଡ୍ରିମ୍ ଓ୍ବେଲଫେୟାର ଆସୋସିଏସନ୍ ପକ୍ଷରୁ ଏକ ଥଣ୍ଡା, ସୁସ୍ୱାଦୁ ପାନୀୟ ଜଳ ଦାନ କେନ୍ଦ୍ରର ଶୁଭାରମ୍ଭ କଟକର ବିଶିଷ୍ଟ ରାଜନେତା ତଥା ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। […]

ସଂଜୟ ଶତପଥୀ(କଟକ): ଆଗାମୀ ନିର୍ବାଚନ ରେ ଚୌଦ୍ବାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀଭାବେ ବିଧାୟକ ଶ୍ରୀ ସୈାଭିକ୍ ବିଶ୍ୱାଳଙ୍କ ନାଁ ଘୋଷଣା ପରେ ଆଶାୟୀ ପ୍ରାର୍ଥୀଙ୍କ ନୈରାଶ୍ୟତା, ଏକ ବିଦ୍ରୋହାତ୍ମକ ରୂପ ନେଇଛି। ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ ଏକ କଣ୍ଠସ୍ୱର ର ନକଲ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ଏହି ବିଷୟକୁ ନେଇ ଜନମତ ସଂଗ୍ରହ ଅବସରରେ ଜନସାଧାରଣଙ୍କ […]

ସଂଜୟ ଶତପଥୀ(କଟକ): କଟକର ଯୋବ୍ରା ସ୍ଥିର ରାଜ୍ୟ ନୈ।ବାଣିଜ୍ଯ ସଂଗ୍ରହାଳୟ ସଭାଗୃହ ରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି “ଖୋଲାଝର୍କା” ଷଷ୍ଠ ବାର୍ଷିକ ଉତ୍ସବ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ସୁଖ୍ୟାତ କଥାଶିଳ୍ପୀ ଶ୍ରୀ ତରୁଣକାନ୍ତି ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲେଖକ ଓ ସାହିତ୍ୟ ସମାଲୋଚକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଯୋଗ ଦେଇ […]

ସଂଜୟ ଶତପଥୀ(କଟକ)ତା୩/୦୩/;– ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ଓ ହିରୋ ସାଇକେଲ କମ୍ପାନୀର ମିଳିତ ଆନୁକୂଲ୍ଯରେ ଏକ ପରିବେଶ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମ କଟକ ନୂଆବଜାରସ୍ଥିତ ଗୋପାଳ କ୍ରୁଷ୍ଣ ଗୋଶାଳରୁ ଆରମ୍ଭ ହୋଇ ଗଣ୍ଡରପୁରସ୍ଥିତ ହିରୋ ସାଇକେଲ କମ୍ପାନୀର ସ୍ପିଡ୍ ହ୍ୱିଲ୍ସ୍ ସୋ ରୁମଠାରେ ଶେଷ ହୋଇଥିଲା l ଏହି କାର୍ଯ୍ଯକ୍ରମକୁ ରୋଟାରୀ ମିଲେନିୟମର ସଭାପତି ପ୍ରଦୀପ ମହାନ୍ତି ଉଦଘାଟନ କରି […]

ସଂଜୟ ଶତପଥୀ(କଟକ):ବହୁ ପ୍ରତିକ୍ଷା ପରେ କଟକ ରୁପା ତାରକସୀକୁ ମିଳିଲା ଜିଆଇ ଟ୍ୟାଗ୍। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ କଟକ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।ରୁପା ତାରକସୀକୁ ଜିଆଇ ଟ୍ୟାଗ୍ ମିଳିବା ଖବର ପାଇବାପରେ କାରିଗରଙ୍କ ମଧ୍ୟରେ ଖୁସିର ଲହର ଖେଳିଛି। ଏହି ମାନ୍ୟତା ତାରକସୀ କାରୁକାର୍ଯ୍ୟକୁ ଏକ ନୂତନ ପରିଚୟ ଦେବ ବୋଲି କଟକର ରୂପା କାରୀଗର ଆଶା […]

Pin It on Pinterest