ସଂଜୟ ଶତପଥୀ(କଟକ):ଆଜି ରୁପାର ନଗରୀ କଟକର ଅନ୍ୟତମ ଶ୍ରେଷ୍ଠ ତଥା ଖ୍ୟାତନାମା ବିଦ୍ୟାଳୟ ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ କଟକ ଜିଲ୍ଲାର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି। ମହୋତ୍ସବରେ ମୂଖ୍ୟ ଅତିଥି ଭାବେ କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ […]
Cuttack
ସଂଜୟଶତପଥୀ(କଟକ): କଟକରେ ଆସନ୍ତାକାଲି କାଳୀପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଶ୍ରଦ୍ଧା ଓ ଭକ୍ତିମୟ ହୋଇ ଉଠିବ ଐତିହାସିକ କଟକ ସହର । ମଣ୍ଡପରେ ଏନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଁଚିଛି। ତେବେ ଆସନ୍ତାକାଲି ମଧ୍ୟ ରାତିରେ ମା’ କାଳୀଙ୍କୁ ପୂଜା କରାଯିବ । କାଳୀପୂଜା ଅବସରରେ ଦୁଇ ଦିନ ଧରି ସାଂସ୍କୃତକ କାର୍ଯ୍ୟକ୍ରମ ମଣ୍ଡପରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କଟକରେ ବହୁ ଆଡମ୍ବରରେ ପାଳନ […]
ସଂଜୟ ଶତପଥୀ(କଟକ): ଆଗାମୀ କଟକ ବାଲିଯାତ୍ରାରେ ପ୍ଲଟ ଆବଣ୍ଟନରେ ମୂଲ୍ୟ ବୃଦ୍ଧି ନେଇ ଭାଜପା କଟକ ନଗର ତରଫରୁ କଟକ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଓ ପ୍ରତିବାଦ ସଭା କରା ଯାଇଥିଲା। କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣ ଧାରଣା ରେ ବକ୍ତା ମାନେ ପ୍ଲଟ ମୂଲ୍ୟ ବୃଦ୍ଧି ତଥା ନିଲାମ ପଦ୍ଧତି ନେଇ ତୀବ୍ର ପ୍ରତିକ୍ରିୟା […]
କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା ଓ ଆସନ୍ତା ଏହି ଉତ୍ସବରେ କଟକ ପ୍ରଶାସନର ପ୍ଲଟଵଣ୍ଟନରେ ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଦାବୀପତ୍ର ପ୍ରଦାନ। ସଂଜୟଶତପଥୀ(କଟକ):ପ୍ରାଚୀନ ଉତ୍କଳର ରାଜଧାନୀ, ଐତିହାସିକ ସହର, ଉତ୍କଳର କଳା ପରମ୍ପରା, ସଂସ୍କୃତି ଆ-କା-ମା-ବୈ କୁ ଯାବୁଡି ରଖୂଥୂବା ରୂପାର ସହର କଟକ । ବହୁ ପୁରାତନ କାଳରୁ ହୋଇଆସୁଥିବା ଐତିହାସିକ ବାଲିଯାତ୍ରା ଉତ୍ସବ ଖାଲି ଓଡ଼ିଶା କିମ୍ବା […]
ସଂଜୟ ଶତପଥୀ(କଟକ): କଟକର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ କାଠଯୋଡି ବୋଇତ ବନ୍ଦାଣ ଉତ୍ସବ ପକ୍ଷରୁ ଆଗାମୀ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଥିବା ଉତ୍କଳୀୟ ପରମ୍ପରା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଲାଗି ଏକ ସର୍ବଦଳୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଧର୍ମେଶ ନାୟକଙ୍କ ଅଧ୍ୟକ୍ଷତାରେ କଟକର ମର୍କତନଗରସ୍ଥିତ ସ୍ବୟମ୍ ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟମାନଙ୍କ ସହ ଅନୁଷ୍ଠାନର […]
ସଞ୍ଜୟ ଶତପଥୀ(କଟକ) ୧୩।୧୦ : ବଜାର କୋଲକାତା ସପିଙ୍ଗ ମଲ୍ ସିଲ୍ ନିୟମ ଉଲ୍ଲଂଘନ କରିବା ପଡିଲା ମାହାଙ୍ଗା । ସିଲ୍ ହେଲା କଟକ ସିଡିଏ ସେକ୍ଟର-୭ରେ ଥିବା ବଜାର କୋଲକାତା ସପିଙ୍ଗ ମଲ୍ ।ସିଏମ୍ସି କର୍ତ୍ତୃପକ୍ଷ ସପିଙ୍ଗ ମଲ୍କୁ ସିଲ୍ କରିଛନ୍ତି । ସୂଚନା ଅନୁଯାଇ,ଏହି ସିଡିଏସ୍ଥ ସପିଙ୍ଗ ମଲର ଗାଡି ପାର୍କିଂ ସ୍ଥାନ ନଥିବା, ଵିଲଡିଂ ନିର୍ମାଣରେ ନିର୍ଦ୍ଧାରିତ ନିୟମର ଉଲଙ୍ଘନ ହୋଇଥିଵା ଏବଂ ସମ୍ପୃକ୍ତ କୋଠାରେ […]
ସଂଜୟ ଶତପଥୀ(କଟକ): ଗତ୮ ତାରିଖ ଦିନ କଟକ ପୋଲିସ୍ କମିଶନରେଟ୍ ଅଧୀନରେ ଥିବା ଲାଲବାଗ ଥାନା ଅନ୍ତର୍ଗତ ଚାନ୍ଦିନୀଚୌକ ଅଞ୍ଚଳରେ କଟକର ରଘୁନାଥଜୀୟୁ କଲେଜର ଜନୈକ ଛାତ୍ରଙ୍କୁ ସେହି ଅଞ୍ଚଳର ଜନୈକ ଅସାମାଜିକ ଯୁବକ ଏସିଡ୍ ପକାଇବା ଏବଂ ଉକ୍ତ ଛାତ୍ର ଜଣକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ନେଇ ଲାଲବାଗ ଥାନାରେ ଆହତ ଛାତ୍ରଙ୍କ ପକ୍ଷରୁ ଏତାଲା ଦାଏର ହୋଇଛି। ହେଲେ ବଡ଼ ଦୁଃଖ […]
ବାସ୍ତବବ୍ୟୁରୋ(କଟକ)୨୯।୦୯ : ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ ଟ୍ରାଙ୍କୁଲାଇଜ୍ ହେଲା । ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି ।ଟ୍ରାଙ୍କୁଲାଇଜ୍ ହେବାପରେ ହାତୀକୁ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଛି। ସୂଚନା ଅନୁଯାଇ, ଏ.ସି.ଏଫ୍ ଅନନ୍ତ କୁମାର ପ୍ରଧାନ ଓ ଚନ୍ଦକା DFO ଏମଡି ଜମିଲଙ୍କ ନେତୃତ୍ବରେ ଗୁରୁବାର ସକାଳୁ ନନ୍ଦନ କାନନରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଜଗତପୁର ପୀରବଜାର ବସନ୍ତ ମଠ ଜଙ୍ଗଲରେ […]
ସଞ୍ଜୟ ଶତପଥୀ(କଟକ): ଜଗତପୁରରେ ହାତୀ ଉପଦ୍ରଵ,ଗାଡି ମାତ୍ର ସହ ଅନେକ ଘର ଭାଙ୍ଗିଲା ଜଙ୍ଗଲୀ ହାତୀ । ସେହିପରି ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲ୍ରେ ଚିକିତ୍ସଚିତ ହେଉଥିବାର ଖବର ମିଳିଛି । ତିନିଟି ହାତୀ ଜଗତପୁରରେ ଉପଦ୍ରବ ଜାରି ରଖିଥିବା କୁହାଯାଉ ଥିବାବେଳେ,ନିମପୁର ଅଞ୍ଚଳରେ ପଶିଥିବା ହାତୀଟି କେତେକ କାର୍ ଓ ଘର ଭାଙ୍ଗି ଦେଇଥିବାର ସୂଚନା […]
ସଞ୍ଜୟ ଶତପଥୀ(କଟକ) : କଟକ ପୌର ନିଗମର ମେୟରଙ୍କ କାର୍ଯ୍ୟାଳୟରେ ବାଥରୁମ କବାଟକୁ ନେଇ, ଗତ ବୁଧବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି।କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ମେୟରଙ୍କ ଉଦ୍ଦେଶ୍ୟରେ ଏକ କବାଟ, ବନ୍ଧ ଓ ୫୦୦ ଟଙ୍କା ଉପହାର ଦେଇଛନ୍ତି।ମାନସ ଚୌଧୁରୀଙ୍କ ମତରେ ମେୟର ଯେଉଁ ଦଳର ହୁଅନ୍ତୁ ଆମ ସମସ୍ତଙ୍କ ମେୟର, ହେଲେ ବାଥରୁମ କବାଟ ଲଗାଇବା ପାଇଁ […]


