କଟକ(ବାସ୍ତବବ୍ୟୁରୋ): କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଟକ ର ୨ ଟି ଯାଗାରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ହିରୋଇନ୍ ଜବତ କରାଯିବା ସହ ୨ ଜଣ ହିରୋଇନ୍ ବେପାରୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜଣାଯାଏ ଯେ,ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ କଟକ ଅବକାରୀ ଥାନା-୩ ର ଭାରପ୍ରାପ୍ତ ଅଧିକାରୀ […]

କଟକ:(ସଂଜୟ ଶତପଥୀ):କଟକ ସଦର ବ୍ଲକରେ ୪ଦିନିଆ ଗ୍ରାମ୍ୟ ସାଧନାକର୍ମୀଙ୍କ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କଟକ ସଦର ବ୍ଲକ ସମେତ ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକର ୨୬ ଜଣ ଗ୍ରାମ୍ୟ ସାଧନାକର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସାଲେପୁରର ୧୦ ଜଣ ଓ ନିଶ୍ଚିନ୍ତକୋଇଲି ବ୍ଲକର ୩ ଜଣଙ୍କ ସମେତ କଟକ ସଦର ବ୍ଲକର ୧୩ ଜଣ କର୍ମୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଛି। ଗ୍ରାମ୍ୟ ସାଧନାକର୍ମୀଙ୍କ ପ୍ରଶିକ୍ଷଣ କର୍ମଶାଳା ସଦର […]

କଟକ(ବାସ୍ତବବ୍ୟୁରୋ): ଓଡ଼ିଶା ପୋଲିସ୍ ବାହିନୀ ର ଦକ୍ଷତା ବୃଦ୍ଧି ଦିଗରେ ଅଧିକ ମନୋବଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ୮ମ ଅନ୍ତ-ରାଜ୍ଯସ୍ତରୀୟ କମାଣ୍ଡୋ ପ୍ରତିଯୋଗିତା ଚନ୍ଦକା ସ୍ଥିତ ଓଡ଼ିଶା ପୋଲିସ୍ ବାହିନୀ ର ସ୍ପେଷାଲ୍ ଅପରେସନ୍ ଗୃପ ପରିସରରେ ତ୍ରିଦିବସୀୟ ତଥା ତା ୨୩/୧୨/୨୦୨୫ ରିଖ ଠାରୁ ତା ୨୬/୧୨/୨୦୨୫ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୬ଷ୍ଠ ବାଟାଲିୟନ,କଟକ, ୪ର୍ଥ […]

କଟକ(ବା.କ):ସାଂସ୍କୃତିକ ବିକ ବିକାଶ ସଂଘ, ସେକ୍ଟର -୧୩, କଟକ, ବିଗତ ବର୍ଷ ଗୁଡିକରେ ବିଭିନ୍ନ ସାଂସ୍କୃତିକ, ଧାର୍ମିକ, ସାମାଜିକ ଓ ସେବା ମୂଳକ କାର୍ଯ୍ୟ ନିରନ୍ତର ଭାବେ ଆୟୋଜନ କରି ସେକ୍ଟର -୧୩ ଅଧିବାସୀ ମାନଙ୍କ ମଧ୍ୟରେ ଏକ ପ୍ରେରଣା ସୃଷ୍ଟି କରିଛି। ପ୍ରତି ବର୍ଷ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ, ବରିଷ୍ଠ ନାଗରିକ ମାନଙ୍କ ଯୋଗ ଶିବିର,ସରସୁତୀ ପୂଜା, ହନୁମାନ ଜୟନ୍ତୀ ଉପଲକ୍ଷେ ପଣା ବିତରଣ, ଗରିବ ଓ ନିରାଶ୍ରୟ […]

କଟକ(ସଂଜୟ ଶତପଥୀ): କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତ୍ବିଓ୍ବାରୀ ଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ମଣ୍ଡଳ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଖୁଣ୍ଟୁଣୀ ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଛି। ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଯେ ଚୋରା ମଦ କାରବାର ବିଷୟରେ ଖବର ପାଇ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ତିଓ୍ବାରୀ ଆଠଗଡ଼ ମଣ୍ଡଳ ଅବକାରୀ ନିରୀକ୍ଷକ […]

କଟକ:ବାଙ୍କୀ ଉପଜିଲ୍ଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି । ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍‌ରୁ ଚାନ୍ଦା ଆଦାୟ ଅଭିଯୋଗ। ହାତରେ ପାଇପ୍‌ ଧରି ଧମକାଇବା ସହ କାଗଜପତ୍ର ମାଗି ଚାନ୍ଦା ଆଦାୟ। ଉପଜିଲ୍ଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ବେଳେ ଏପରି କରିଥିବା ସୂଚନା। ଘଟଣା ପରେ ଅଭିଯୁକ୍ତ ଡ୍ରାଇଭରକୁ ବିଦା କରାଯାଇଛି କହିଲେ ଉପଜିଲ୍ଲାପାଳ।

କଟକ(ସଂଜୟ ଶତପଥୀ):ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଏକ ଅନନ୍ୟ କାର୍ଯ୍ୟକ୍ରମ “ ଅଟଳ ଫେଷ୍ଟ୍ ଓ ଅଟଳ ଓଡିଶା ଆଇକନ୍ ଆଓ୍ବାର୍ଡ-୨୫”,କଟକରେ ତିନି ଦିନ ଧରି ଚାଲିବାକୁ ଥିବାବେଳେ, ଆଜି ଦ୍ୱତୀୟ ଦିବସରେ ମୁଖ୍ୟଅତିଥି ଭାବେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର,ରାଜ୍ୟ ମହିଳା କମିଶନର ଚେୟାରପରସନ ଶୋଭନା ମହାନ୍ତି ଏବଂ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ର ଚେୟାରପରସନ ବବିତା ପାତ୍ର ଯୋଗଦେଇ ଆଶାଦିଦି ମାନଙ୍କୁ […]

କଟକ(ସଂଜୟ ଶତପଥି):ଏଥର ପାର୍ବଣ ଲାଗି ସାଜସଜ୍ଜା ହେବ କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ଲାଗିଲା ସମ୍ପୂର୍ଣ୍ଣ କଟକଣା।ଏ ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପୂଜାରେ ୬୫ ଡେସିବଲରୁ ଅଧିକ ଶବ୍ଦ ଯେପରି ଉତ୍ପନ୍ନ ନହେବ, ସେନେଇ ଉଭୟ କଟକ ଜିଲ୍ଲାପାଳ ଏବଂ ଡିସିପି ନଜର ରଖିବେ ବୋଲି ହାଇକୋର୍ଟ କହିଛନ୍ତି । କେବଳ ୪ଟି […]

ସଂଜୟ ଶତପଥୀ(କଟକ): ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥି ଅବସରରେ ଜୁଡ଼ିସୀଆଲ ଗୋଲେଇ ଛକ ରେ ଥିବା ତାଙ୍କ ପୂର୍ଣ୍ଣାବୟବ ମୂର୍ତ୍ତିରେ କଟକ ନଗର ଭାଜପା କାର୍ଯ୍ୟକର୍ତ୍ତା ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭାଜପା ନେତା ଲଲାଟେନ୍ଦୁ ବଡୁ, ରଶ୍ମିରେଖା ଦାସ, ଇନ୍ଦ୍ରମଣି ମଲ୍ଲିକ,ମହମ୍ମଦ ସବୀର, ସୁବାଷ ମହାନ୍ତି, ବିଶିଷ୍ଟ ମୂର୍ତ୍ତି ଶିଳ୍ପୀ ପ୍ରଫେସର ରବି ରଥ, ଇଂ ହରିଚନ୍ଦନ […]

ସଂଜୟ ଶତପଥୀ(କଟକ): ଲୋକସଭା ସାଂସଦ ଡଃ ଭର୍ତ୍ତୃହରି ମହତାବ,ସମ୍ମାନସୂଚକ ଡକ୍ଟରେଟ ଉପାଧି ରେ ଭୂଷିତ ହେବା ପରେ,ଡଃ ମହତାବଙ୍କ ସହ କିଛି ଅଭୁଲା ଭାଇଚାରାର ନିଦର୍ଶନ ଅର୍ପଣ କରୁଛନ୍ତି, ବିଶିଷ୍ଟ ସମାଜସେବି ତଥା ଓଡିଶା ଉତ୍କଳ ବାହିନୀ ର ରାଜ୍ୟ ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ।

Pin It on Pinterest