କଟକରେ କାଳୀପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ସଂଜୟଶତପଥୀ(କଟକ): କଟକରେ ଆସନ୍ତାକାଲି କାଳୀପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଶ୍ରଦ୍ଧା ଓ ଭକ୍ତିମୟ ହୋଇ ଉଠିବ ଐତିହାସିକ କଟକ ସହର । ମଣ୍ଡପରେ ଏନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଁଚିଛି।

ତେବେ ଆସନ୍ତାକାଲି ମଧ୍ୟ ରାତିରେ ମା’ କାଳୀଙ୍କୁ ପୂଜା କରାଯିବ । କାଳୀପୂଜା ଅବସରରେ ଦୁଇ ଦିନ ଧରି ସାଂସ୍କୃତକ କାର୍ଯ୍ୟକ୍ରମ ମଣ୍ଡପରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କଟକରେ ବହୁ ଆଡମ୍ବରରେ ପାଳନ ହବ କାଳୀପୂଜା । ତେବେ ମା’ଙ୍କ କାଲି ପୂଜା ଆରମ୍ଭ ହେବ ଓ ଆସନ୍ତା ୨୮ ତାରିଖରେ ଦେବୀଗଡାରେ ମା’ ନେବେ ମେଲାଣି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚୀନରେ ତୃତୀୟ ଥର ପାଇଁ ଜିନପିଙ୍ଗ ସମ୍ଭାଳିବେ ଦେଶର ଶାସନ କ୍ଷମତା...

Sun Oct 23 , 2022
ବାସ୍ତବ ବ୍ୟୁରୋ: ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ରେକର୍ଡ ତୃତୀୟ ଥର ଚୀନର ସବୁଠୁ ଶକ୍ତିଶାଳୀ ନେତାଙ୍କ ପଦ ସମ୍ଭାଳିଛନ୍ତି। ଆଗାମୀ ୫ ବର୍ଷ ନିମନ୍ତେ ସେ ଏହି ଦାୟିତ୍ବ ତୁଲାଇବେ। ସେ ଚୀନ୍‌ର ସବୁଠୁ ବଡ଼ ଶକ୍ତିଶାଳୀ ଦଳ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଂପାଦକ ଭାବରେ ପୁନଃ ନିର୍ବାଚିତ ହୋଇଛନ୍ତି। ଉଲ୍ଳେଖଯୋଗ୍ୟ, ଚୀନରେ କ୍ଷମତାର ଚାବି କମ୍ୟୁନିଷ୍ଟ ପାର୍ଟି ହାତରେ ରହିଥାଏ ଜିୟେକି ଚୀନ ସେନାର ନେତୃତ୍ଵ କରିଥାଏ। […]

You May Like

Pin It on Pinterest