ସୋମାଲିଆ ଶିକ୍ଷା ମନ୍ତ୍ରଣାଳୟ ବାହାରେ ୨ଟି ବିସ୍ଫୋରଣ; ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ,୩୦୦ ରୁ ଅଧିକ ଆହତ …

ବାସ୍ତବବ୍ୟୁରୋ:ଶନିବାର ସୋମାଲିଆର ରାଜଧାନୀ ମୋଗାଡିଶୁରେ ଶିକ୍ଷା ମନ୍ତ୍ରଣାଳୟ ବାହାରେ ବିସ୍ଫୋରଣରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି। ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଇସଲାମୀୟ ଆତଙ୍କବାଦୀ ଗୋଷ୍ଠୀ ଅଲ-ଶବାବ ଦାୟୀ ବୋଲି ଦାବି କରିଛି। ଜଣେ ଅଧିକାରୀ କହିଛନ୍ତି – ସୋମାଲିଆ ଶିକ୍ଷା ମନ୍ତ୍ରଣାଳୟ ବାହାରେ ଦୁଇଟି କାରରେ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ମହିଳା, ବୃଦ୍ଧ ବ୍ୟକ୍ତିଙ୍କ ସମେତ କିଛି ଶିଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବରୋଦାରେ ନିର୍ମାଣ ହେବାକୁ ଥିବା ଦେଶର ପ୍ରଥମ ସି-୨୯୫ ବିମାନ; ପ୍ରଧାନମନ୍ତ୍ରୀ ମୋଦୀ ଆଜି ପରିବହନ ବିମାନ କାରଖାନାର ଉଦଘାଟନ କରିବେ...

Sun Oct 30 , 2022
ବାସ୍ତବ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଭଦୋଦରାଠାରେ ଦେଶର ପ୍ରଥମ ପରିବହନ ବିମାନ କାରଖାନାର ଉଦଘାଟନ କରିବେ। ଏହି ପ୍ଲାଣ୍ଟ ସ୍ପେନର ଏୟାରବସ୍ ଡିଫେନ୍ସ କମ୍ପାନୀ ଏବଂ ଟାଟା କନ୍ସୋର୍ଟିୟମ୍ ଦ୍ୱାରା ସ୍ଥାପିତ ହୋଇଛି | ପ୍ରଥମେ, ଏହି କାରଖାନା ରେ ବାୟୁସେନା ପାଇଁ ସି-୨୯୫ ମଧ୍ୟମ-ଲିଫ୍ଟ ସାମରିକ ପରିବହନ ବିମାନ ଉତ୍ପାଦନ ହେବ| ଏଥିପାଇଁ ଟାଟା ୟୁରୋପୀୟ କମ୍ପାନୀ ଏୟାରବସ୍ ସହିତ ଚୁକ୍ତି ହୋଇଛି। ବିଶେଷ […]

You May Like

Pin It on Pinterest