ନୂଆଦିଲ୍ଲୀ(ବାସ୍ତବକଥା) :ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତିନି ଦିନିଆ ଇଣ୍ଡୋନେସିଆ ଗସ୍ତ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଅଧିକ ମଜଭୁତ କରିବା ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ରହିଛି I ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ନେଇ ଅନେକ ଆଶାବାଦୀ ରହିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ଡିଜିଟାଲ୍ ନବସୃଜନର ବ୍ୟବହାର ଏବଂ ଭାରତର ବିକାଶମୂଳକ ସମାଧାନଗୁଡ଼ିକୁ ନିଜ ବିକାଶର ଉତ୍ସ ଭାବେ ଗ୍ରହଣ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଶେଲ୍ସର ସ୍ବତନ୍ତ୍ର ରାଷ୍ଟ୍ରପତି ପତି ସମ୍ମାନ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ରେ ସମ୍ମା ସମ୍ମାନିତ ହୋଇଛନ୍ତି । ସେ ଏକ । ସ୍ବତନ୍ତ୍ର ଉତ୍ସବରେ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସବୁଜ ଶକ୍ତି କ୍ଷେତ୍ରରେ ନେତୃତ୍ବ, ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ହିତରକ୍ଷା ପାଇଁ ପ୍ରୟାସ, ନୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ, ଜଳବାୟୁ ଦିବର୍ତ୍ତନର ସମାଧାନ, ସାମୁଦ୍ରିକ ସମ୍ପଦର ଦୀର୍ଘସ୍ଥାୟୀ […]

ଓଡ଼ିଶାରୁ ବିଶିଷ୍ଟ ସାନ୍ତାଳି ଶିକ୍ଷାବିତ୍ ଚରଣ ହେମ୍ବ୍ରମ, ଖ୍ୟାତନାମା ବୁଣାକାର ଶରତ କୁମାର ପାତ୍ର, ବର୍ଷୀୟାନ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ପାଇଲେ ପଦ୍ମଶ୍ରୀ ନୂଆଦିଲ୍ଲୀ,୨୩ ଜୁନ୍(ବାସ୍ତବକଥା): ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ବେସାମରିକ ସମ୍ୱର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ସମାରୋହରେ […]

ଖରିଫ୍ ୨୦୨୬ ପାଇଁ ଆସିଲା ୟୁରିଆ, ଡିଏପି ଏବଂ ସଲଫର୍‌ ସାର। ଭାରତୀୟ ବନ୍ଦରରେ ଜାହାଜ ପହଞ୍ଚିବା ସହିତ ସାର ଯୋଗାଣ ଶୃଙ୍ଖଳ ହେବ ମଜବୁତ ନୂଆଦିଲ୍ଲୀ(ବାସ୍ତବକଥା): ହର୍ମୁଜ ପ୍ରଣାଳୀ ପାର୍ ହୋଇ ଭାରତ ଉପକୂଳ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ। ଗତ ସପ୍ତାହରେ ଚାରିଟି ସାର ବୋଝେଇ ଜାହାଜ ହମଜ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।ଏହା ଭାରତର ସାର ସୁରକ୍ଷା ଅଗ୍ରଗତି। ପଶ୍ଚିମ ଏସିଆ ସଂଘର୍ଷ କାରଣରୁ ଉତ୍ପନ୍ନ […]

ବାସ୍ତବକଥା(୧୮/୬): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଏଭିଆନରେ ଅନୁଷ୍ଠିତ ଜି୭ ଶିଖର ସମ୍ମିଳନୀରେ “ସମସ୍ତଙ୍କ ପାଇଁ ଏକ ସନ୍ତୁଳିତ, ସହଭାଗୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିର ପୁନରୁଦ୍ଧାର ” ଶୀର୍ଷକ ଆଲୋଚନା ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ସାଧାରଣ ଏବଂ ନିରନ୍ତର ଅଭିବୃଦ୍ଧି ଉପରେ ଶିଖର ସମ୍ମିଳନୀର ଗୁରୁତ୍ଵକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଯେତେବେଳେ ବିଶ୍ୱ ଅନିଶ୍ଚିତତା ଦ୍ୱାରା ପ୍ରଭାବିତ ହେଉଛି, ସେତେବେଳେ ନିରନ୍ତର […]

କୁଏତ୍(ବିଶ୍ବରଞ୍ଜନ):ଗତ ଶୁକ୍ରବାର (୨୩ମଇ)ରେ, ଭାରତୀୟ ପ୍ରବାସୀ ପରିଷଦ, ଫାହାହିଲ୍ କ୍ଷେତ୍ର କମିଟି ଏମ୍ବ ଖୈତାନର ସିଟି କ୍ଲିନିକ୍ ସହିତ ମିଳିତ ସହଯୋଗରେ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇ ଯାଇଛି। ଉଦ୍ଘାଟନୀ ସମାରୋହରେ ବିପିପି ଉପାଧ୍ୟକ୍ଷ ଶ୍ରୀ ସମ୍ପଥ କୁମାର ଅଧ୍ୟକ୍ଷତା କରିଥିଲେ। ଫାହାହିଲ୍ କ୍ଷେତ୍ର ସଭାପତି ଶ୍ରୀ ରାଜେଶ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସୁଲେବିୟା ଶିବିର ସଂଯୋଜକ ଶ୍ରୀ ପ୍ରସନ୍ନନ ଧନ୍ୟବାଦ ଅର୍ପଣ କରିଥିଲେ। ଫାହାହିଲ୍ କ୍ଷେତ୍ର […]

କୁଏତ(୭-୦୧-୨୦୨୫):ଭାରତୀୟ ଦୂତାବାସ କୁଏତ ଦ୍ଵାରା ପଞ୍ଜୀକୃତ ପ୍ରବାସୀ ପରିଷଦ ସଙ୍ଘ (ବିପିପି) ପକ୍ଷରୁ ସାମାଜିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ଆୟୋଜନ କରି ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ମଧ୍ୟରେ କାର୍ଯ୍ୟ କରୁଛି ଭାରତରେ ଗଣତନ୍ତ୍ର ଦିବସ ଜାନୁଆରୀ ୨୬ ତାରିଖରେ ପାଳନ କରାଯାଏ, ୧୯୫୦ ମସିହାରେ ଭାରତୀୟ ସମ୍ବିଧାନ ଗ୍ରହଣ ହେବା ଦିନ, ଯାହା ଏକତା, ଦେଶପ୍ରେମ ଏବଂ ଜାତିର ସଫଳତାର ପ୍ରତୀକ। କୁଏତରେ, ଗତ ଜାନୁୟାରୀ ୩୦ ତାରିଖ ଗୁରୁବାର […]

ବାସ୍ତବବ୍ୟୁରୋ: ବାଚସ୍ପତି ସୁରମା ପାଢ଼ୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ଅବସରରେ,ଦକ୍ଷିଣ କୋରିଆରେ ପହଞ୍ଚିବା ବେଳେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ ଉଚ୍ଛସିତ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା । ସେଠାରେ ଥିବା ଭାରତର ରାଷ୍ଟ୍ରଦୂତ ଅମିତ କୁମାର ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ଵପୂର୍ଣ ସମ୍ପର୍କର ଅବତାରଣା କରିବା ସାଙ୍ଗକୁ ଓଡ଼ିଶା ସହ ଦକ୍ଷିଣ କୋରିଆର ସାମାଜିକ ଓ ସାଂସ୍କୃତିକ ଭାବବିନି […]

ବାସ୍ତବବ୍ୟୁରୋ:ଗାଜାରେ ୬ମାସ ପାଇଁ ଯୁଦ୍ଧ ବନ୍ଦ ରହିବ। ସୁଚନା ଅନୁଯାଇ ଇସ୍ରାଏଲ ଏବଂ ହମାସ ମଧ୍ୟରେ ୬ ମାସ ଯୁଦ୍ଧ ବିରତି ପାଇଁ ସହମତି ପ୍ରକାଶ ପାଇଛି। ତେବେ ଏବେ ହମାସକୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଇସ୍ରାଏଲ ଯୁଦ୍ଧ ବିରାମ ପ୍ରସ୍ତାବକୁ ପ୍ରାୟତଃ ସ୍ବୀକାର କରିଛି ବୋଲି ଆମେରିକାର ଜଣେ ପ୍ରତିନିଧି ପ୍ରକାଶ କରିଛନ୍ତି। ପ୍ରସ୍ତାବ ଅନୁସାରେ ଗାଜାରେ ୬ମାସ ପାଇଁ ଯୁଦ୍ଧ […]

ନୂଆଦିଲ୍ଲୀ: ଚୀନ୍ ରୁ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ମୁମ୍ବାଇ ବନ୍ଦରରେ ଭାରତୀୟ ସୁରକ୍ଷା ଏଜେନ୍ସି ଅଟକ ରଖିଛି। ଭାରତର ଦାବି ଯେ,ଏହି ଜାହାଜରେ ପରମାଣୁ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହ ଜଡିତ ସାମଗ୍ରୀ ରହିଛି। ଏହାର ଜବାବ ପ୍ରତିକ୍ରିୟାରେ ପାକିସ୍ତାନ ପକ୍ଷରୁ ପ୍ରକାଶ ପାଇଛି କି, ଏହି ଜାହାଜରେ କୌଣସି କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ସାମଗ୍ରୀ ନାହିଁ । ପରମାଣୁ ଏବଂ କ୍ଷେପଣାସ୍ତ୍ର ସମ୍ବନ୍ଧୀୟ ସାମଗ୍ରୀ ଥିବା ଭାରତୀୟ ଦାବିକୁ […]

Pin It on Pinterest