ଲକଡାଉନ୍ ପାଇଁ ଜାରି ହେଲା ନୂଆ ଗାଇଡଲାଇନ

ବାସ୍ତବ ବ୍ୟୁରୋ-ମେ ୩ ତାରିଖ ପର୍ଯ୍ୟନ୍ତ ଘୋଷିତ ଲକ୍‌ଡାଉନ୍‌ ପାଇଁ ଜାରି ହେଲା ନୂଆ ଗାଇଡଲାଇନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରିଛନ୍ତି ଏହି ଗାଇଡଲାଇନ ।

ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି ।   ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ।   ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ କଟକଣା ।  ଔଷଧ ବିତରଣ କେନ୍ଦ୍ର ଖୋଲା ରହିବ   । ଗ୍ରାମାଞ୍ଚଳରେ ରାସ୍ତା କାମ ସହ କୃଷି କାର୍ଯ୍ୟ ଜାରି ରହିବ ।  ରାସନ ସାମଗ୍ରୀ, ଫଳ, ପନିପରିବା, ମାଛ, ମାଂସ ଦୋକାନ ଖୋଲା ରହିବ  ।  ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ ମିଡିଆ, ବ୍ରଡକାଷ୍ଟିଂ, DTH ସେବା ଜାରି ରହିବ ।  କୋରିଅର ସେବା କାମ କରିବାକୁ ଅନୁମତି  ।ଅଫିସ ଓ ସାର୍ବଜନୀନ ସ୍ଥାନରେ ସାମାଜିକ ଦୂରତା ବଜାୟ ରହିବ । ଧାର୍ମିକ ସ୍ଥଳରେ ସାଧାରଣ ଲୋକଙ୍କୁ ପୂଜାପାଠ ମନା  ।  ସର୍ବସାଧାରଣରେ ଛେପ ପକାଇଲେ ଜରିମାନା   । କୃଷି ସମ୍ପର୍କିତ ସମସ୍ତ କାର୍ଯ୍ୟ ଜାରି ରହିବ  । ବ୍ୟାଙ୍କ ଶାଖା ଓ ଏଟିଏମ ଖୋଲା ରହିବ  ।  ମନରେଗା କାମ ଜାରି ରହିବ   । ଦୁଗ୍ଧ ବିକ୍ରି, ବିତରଣ ଓ ସଂଗ୍ରହ ଜାରି ରହିବ  ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୂଆ ଗାଇଡଲାଇନର ୧୦ ଗୁରୁତ୍ବପୂର୍ଣ୍ଣ ନିୟମ

Wed Apr 15 , 2020
ବାସ୍ତବ ବ୍ୟୁରୋ- ନୂଆ ଗାଇଡଲାଇନର ୧୦ ଅତି ଗୁରୁତ୍ବପୂର୍ଣ୍ଣ ନିୟମ । ୧. ମାସ୍କ୍‌ ପିନ୍ଧନ୍ତୁ। କର୍ମସ୍ଥଳୀ ଓ ସାର୍ବଜନୀନସ୍ଥାନରେ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି। ୨. ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ପଡ଼ିବ। ୩. ଗୁଟ୍‌କା, ତମାଖୁ ଏବଂ ନିଶାଦ୍ରବ୍ୟ ନିଷିଦ୍ଧ କରାଯାଇଛି। ୪. ସାର୍ବଜନୀନ ସ୍ଥାନ କିଂବା କ‌ୌଣସି ପ୍ରତିଷ୍ଠାନରେ ପାଞ୍ଚଜଣରୁ ଅଧିକ ଜନସମାବେଶ ନିଷେଧ। ସୁପରଭାଇରଜର୍‌ମାନେ ‌ଏହାର ପର୍ଯ୍ୟବେକ୍ଷଣ କରିବେ। ବିବାହ ଓ ଶବ […]

You May Like

Pin It on Pinterest