ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଯୋଗ ଦେଲେ ଏନଡିଏରେ…

ନୂଆଦିଲ୍ଲୀ: ସବୁ କଳ୍ପନାର ଅନ୍ତ ଘଟାଇ ଶେଷରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ ଯୋଗ ଦେଲେ ଏନଡିଏରେ।

କେନ୍ଦ୍ର ସରକାର ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଘୋଷଣା କରିବା ପରେ, ଜୟନ୍ତ ଚୌଧୁରୀ ଇଣ୍ଡି ମେଣ୍ଟ ଛାଡି ବିଜେପି ନେତୃତ୍ୱାଧୀନ ଏନଡିଏ ରେ ଯୋଗ ଦେବେ ବୋଲି ଗତ କିଛି ଦିନ ହେବ ଚର୍ଚ୍ଚା ଚାଲିଥିଲା। ଶେଷରେ ସେହି ଚର୍ଚ୍ଚା ସତରେ ପରିଣତ ହୋଇଛି। ଏ ସମ୍ପର୍କରେ ଜୟନ୍ତ ଚୌଧୁରୀ କହିଛନ୍ତି ଯେ ମୁଁ ମୋର ସମସ୍ତ ବିଧାୟକଙ୍କ ସହ କଥା ହୋଇଛି। ପରିସ୍ଥିତି ଏପରି ଥିବାରୁ ଆମକୁ ଅଳ୍ପ ସମୟ ମଧ୍ୟରେ ଏହି ନିଷ୍ପତ୍ତି ନେବାକୁ ପଡିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ,ଆମର ସମସ୍ତ ବିଧାୟକ ଏବଂ କର୍ମୀଙ୍କର ସମର୍ଥନ ଏହି ନିଷ୍ପତ୍ତିର ମୂଳାଧାର।

ସେୟାର କରନ୍ତୁ

Next Post

କର୍ମଚାରୀଙ୍କ ନାୟୋଚିତ ଦାବି ଗୁଡିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇ ସମାଧାନ କରିବାକୁ ଦାବି ରଖିଲା କର୍ମଚାରୀ ସମନ୍ଵୟ ସମିତି କଟକ ଜିଲ୍ଲା ଶାଖା .....

Tue Feb 13 , 2024
୨୦୨୪ବର୍ଷର କ୍ୟାଲେଣ୍ଡର ଉନ୍ମୋଚନ ସଭାରେ ନେତୃତ୍ୱଙ୍କ ଘୋଷଣା। ସଂଜୟଶତପଥୀ(କଟକ): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀ ଙ୍କ ନାୟୋଚିତ ଦାବିଗୁଡିକୁ ଅଗ୍ରାଧିକାର ଦେଇ ସମାଧାନ କରିବାକୁ କ୍ୟାଲେଣ୍ଡର ଉନ୍ମୋଚନ ସଭାରେ କର୍ମଚାରୀ ନେତୃତ୍ୱ ମାନେ ବକ୍ତବ୍ୟ ରଖିଥିବା ବିଷୟ ଜିଲ୍ଲା ସଭାପତି ବିଭୁତି ଭୂଷଣ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାନୁମତି ମହାନ୍ତି, ସମ୍ପାଦକ ବିମଳ କୁମାର ରାଉତ ଓ କୋଷାଧ୍ଯକ୍ଷ ବିକାଶ ଚନ୍ଦ୍ର ମହାପାତ୍ର ଏକ ପ୍ରେସ ନୋଟ ରେ […]

You May Like

Pin It on Pinterest