
ଭୁବନେଶ୍ବର(ନି.ପ୍ର): ଆଜି ରଥଯାତ୍ରାର ମୁଖ୍ୟମନ୍ତ୍ରୀଙ୍କ ବୈଠକ ସମୀକ୍ଷା ପରେ, ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା
‘୪ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ ରହିବେ’
‘୧୯ ଏସ୍ପି ପାହ୍ୟାର, ଡିଏସ୍ପି ପାହ୍ୟାର ୭୫ ଜଣ ମୁତୟନ ହେବେ”୧୩୦ ଇନ୍ସପେକ୍ଟର, ୬୭୫ ଏଏସ୍ଆଇ ସୁରକ୍ଷା ଦାୟିତ୍ବରେ ରହିବେ”୫ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ପାଇଁ କେନ୍ଦ୍ରକୁ ଆବେଦନ କରାଯାଇଛି’ ।
ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ- ଡିଜିପି
‘ସୋସିଆଲ ମିଡିଆରେ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ୍ ସୂଚନା ଦିଆଯିବ ।
ରାଷ୍ଟ୍ରପତିଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ- ଡିଜିପି ।



