୧-ଆଜି ଓଡିଶା ରେ ନୂଆ ୩ ଜଣ covid-19 ରୋଗୀ ଚିହ୍ନଟ। ୨ ଜଣ ରୋଗୀ ଗଂଜାମ ଜିଲ୍ଲା ର ହେଇଥିବା ବେଳେ ଜଣେ ଝାରସୁଗୁଡ଼ା ର ବୋଲି ସୂଚନା ମିଳିଛି । ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୦ ରେ ପହଁଚିଲା ।
୨-ଭୁବନେଶ୍ୱର:ଆସନ୍ତା ସପ୍ତାହରେ ବଣ୍ଟା ହେବ ‘କାଳିଆ’ ସହାୟତା।
୩-୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ।

୪-ଫୁଲବାଣୀ: ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍ କଳିଙ୍ଗା ଘାଟିରେ ଓଲଟି ପଡ଼ିଲା, ୨ଜଣଙ୍କର ମୃତ୍ୟୁ,୧୫ ଆହତ।
୫-ରାୟଗଡ଼ା: ଗ୍ରାମାଞ୍ଚଳ ପରେ ଏବେ ରାୟଗଡ଼ା ସହରରେ ବ୍ୟାପିଲା ଡେଙ୍ଗୁ,୪୪ ପଜିଟିଭ ଚିହ୍ନଟ।
୬-କିମ୍ସରେ ବିରଳ ଅସ୍ତ୍ରୋପଚାର, ୭ ବର୍ଷ ଶିଶୁର ଫୁସ୍ଫୁସ୍ରୁ ବାହାରିଲା କ୍ଷୀରଦାନ୍ତ। ସ୍ବାସ୍ଥ୍ୟ ସମସ୍ୟା ପାଇଁ ଯୋଗାଯୋଗ କରନ୍ତୁ-Hello KIMS :(0674) 7111000,2304400
୭-ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ଉଦ୍ୟମ । ‘ଅପରେସନ୍ ଶୁଭଯାତ୍ରା’ରେ ଓଡ଼ିଶା ଆସୁଛନ୍ତି ୧୧୫୦ ପ୍ରବାସୀ ଓଡ଼ିଆ ଶ୍ରମିକ ।
୮-ଜୁଲାଇ ପହିଲାରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, ଅଗଷ୍ଟ ୧ରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ:AICTE
୯-କରୋନା ଯୋଦ୍ଧାଙ୍କୁ ଅଭିବାଦନ : ଆଜି କୋଭିଡ -୧୯ ଡାକ୍ତରଖାନାରେ ଫୁଲ ବର୍ଷା କରିବ ବାୟୁସେନା।
୧୦-କନ୍ଧମାଳ:କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଜରାଶ୍ରମ ଓ ଅନାଥାଶ୍ରମରେ ବଣ୍ଟାଗଲା ଖାଦ୍ୟ ସାମଗ୍ରୀ।
୧୧-କରୋନା ମୁକାବିଲା ପାଇଁ ୧ ମିଲିୟନ ପାଉଣ୍ଡ ଦାନ କଲେ ହ୍ୟାରି ପୋଟର୍ ଲେଖିକା ଜେକେ ରୋଲିଙ୍ଗ୍।
୧୨-ଗଣମାଧ୍ୟମ ପାଇଁ ପରାମର୍ଶ ଜାରି କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ,ବାହାରୁ ଆସୁଥିବା ଲୋକଙ୍କ ନିକଟକୁ ଯିବାକୁ ବାରଣ।
୧୩-ନୂଆ ଦିଲ୍ଲୀ:କରୋନାରେ ଲୋକପାଳ ସଦସ୍ୟ ଜଷ୍ଟିସ ଅଜୟ କୁମାର ତ୍ରିପାଠୀଙ୍କ ପରଲୋକ।

