ବରିଷ୍ଠ ମାନଙ୍କୁ ସାକ୍ଷାତକାର ଅଭିଯାନ….

ବରଗଡ଼୦୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠଙ୍କୁ ସାକ୍ଷାତକାର କାର୍ଯ୍ୟ କ୍ରମ ପରିପ୍ରେକ୍ଷୀରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଂପାଦକ ଗୋବିନ୍ଦ ଦାଶ ଙ୍କ ନେତୃତ୍ବରେ ଆଜୀବନ ସଦସ୍ୟ,ଅବସରପ୍ରାପ୍ତ ଡାକ କର୍ମଚାରୀ ବାସୁଦେବ ପ୍ରଧାନ ଙ୍କୁ ତାଙ୍କ ୱାର୍ଡ ନଂ ୧୮ ସ୍ଥିତ ଭାରତୀ ନଗର ବାସଭବନ ରେ ସାକ୍ଷାତ କରିବା ସହିତ ନିକଟ ରେ ସମ୍ବଲପୁର ରୁ ତାଙ୍କର ସଫଳ ଅସ୍ତ୍ରୋପଚାର କରି ଫେରିଥିବା ଏବଂ ବର୍ତ୍ତମାନ ନିଜ ବାସଭବନରେ ସ୍ତ୍ରୀ ପୁଅ ଝିଅଙ୍କ ସହିତ ଖୁସିରେ ଥିବା ପ୍ରକାଶ କରିଥିଲେ।

ଏହାପରେ ଉଭୟ ଓପନ ହାର୍ଟ ସର୍ଜରୀ ଓ ଛ ମାସ ପରେ ପାରଲିସିସରେ ଆକ୍ରାନ୍ତ ଓ ଚିକତ୍ସିତ ହୋଇ ଫେରିଥିବା ଏକାଶୀ ବର୍ଷୀୟ ଆଜୀବନ ସଦସ୍ୟ ଅବସରପ୍ରାପ୍ତ ଡିଏସପି ଦୁର୍ଗା ପ୍ରସାଦ ବେହେରା ଙ୍କୁ ସାକ୍ଷାତ କରି ତାଙ୍କର ନିରା ମୟ ଦୀର୍ଘ ଜୀବନ କାମନା କରିଥିଲେ।ଆମ ସଂଘର ଏହି ସାକ୍ଷାତ କାର ଅଭିଯାନ କୁ ଭୂୟସୀ ପ୍ରଶଂସା କରିବା ସହିତ ପୁଣି ଆଉଥରେ କେବେ ଆସି ବାକୁ ଶ୍ରୀ ପ୍ରଧାନ ଓ ଶ୍ରୀବେହେରା ଅନୁରୋଧ କରିଥିଲେ।ଏହି ପ୍ରତି ନିଧି ମଣ୍ଡଳୀରେ ସଂଗଠନ ସଂପା ଦକ କେଦାର ମିଶ୍ର, ବରିଷ୍ଠ ସଦସ୍ୟ ବଳରାମ ବାବୁ,ବିନୋଦ ବିହାରୀ ପଣ୍ଡା,ଦେବୀ ପଟ୍ଟ ନାୟକ,ତୁଳସୀ ଚରଣ ଦାଶ ପ୍ରମୁଖ ଯାଇଥିଲେ।ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏହି ସାକ୍ଷାତ କାର ଅଭିଯାନ କୁ ଅନ୍ୟ ସଂଘ ମାନେ ମଧ୍ୟ ପ୍ରଶଂସା ଓ ଅନୁ କରଣ କରୁଥିବା ସଂପାଦକ ଶ୍ରୀ ଦାଶ ପ୍ରକାଶ କରିଥିଲେ।

ସେୟାର କରନ୍ତୁ

Next Post

ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ....

Wed Jul 2 , 2025
ବରଗଡ଼/ଡୁଙ୍ଗୁରିପାଲି୦୨/୦୭(ନବୀନ କୁମାର ଦାଶ):ଉକିଆ ସାହିତ୍ୟ ପରିବାର ତେଲିଟିକ୍ରା ପ୍ରତିଷ୍ଠାତା ସଂପାଦକ ଉଦ୍ଧବ ବାରିକ ଙ୍କ ଆବାହକତ୍ବ ରେ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଶବ୍ଦନୃତ୍ୟ ପ୍ରଣେତା ଗୋଟିଏ ଦିନ ରେ ନୂଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଭାଷା ଆନ୍ଦୋଳନ ର ମହାସାରଥୀ ଗୁରୁ ଶ୍ରୀ ଭଗବାନ ସାହୁ ଙ୍କ ୯୫ତମ ଜନ୍ମବାର୍ଷିକୀ ପାଳନ ଓ ପରେ କବିତା ଆସର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସାରସମାଲ […]

You May Like

Pin It on Pinterest