
ସଂଜୟ ଶତପଥୀ(କଟକ): ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଙ୍କ ପୁଣ୍ୟତିଥି ଅବସରରେ ଜୁଡ଼ିସୀଆଲ ଗୋଲେଇ ଛକ ରେ ଥିବା ତାଙ୍କ ପୂର୍ଣ୍ଣାବୟବ ମୂର୍ତ୍ତିରେ କଟକ ନଗର ଭାଜପା କାର୍ଯ୍ୟକର୍ତ୍ତା ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଭାଜପା ନେତା ଲଲାଟେନ୍ଦୁ ବଡୁ, ରଶ୍ମିରେଖା ଦାସ, ଇନ୍ଦ୍ରମଣି ମଲ୍ଲିକ,ମହମ୍ମଦ ସବୀର, ସୁବାଷ ମହାନ୍ତି, ବିଶିଷ୍ଟ ମୂର୍ତ୍ତି ଶିଳ୍ପୀ ପ୍ରଫେସର ରବି ରଥ, ଇଂ ହରିଚନ୍ଦନ ନାୟକ, ସନ୍ଦୀପ ବିଶ୍ୱାଳ,ଦିଲ୍ଲୀପ କୁମାର ସାହୁ,ଗୋପୀନାଥ ଚୌଧୁରୀ,ରତନ ମହାନ୍ତି, ଇଂ ସୁଦୀପ୍ତ ରାଉତରାୟ,ରାକେଶ ଦଳେଇ, କୃଷ୍ଣଚନ୍ଦ୍ର ମହାରଣା, ରୁଦ୍ର ପ୍ରସାଦ ବେହେରା, କୃଷ୍ଣଚନ୍ଦ୍ର ମହାପାତ୍ର,ଶରତ ଭୋଳ,ଡକ୍ଟର ଦୀପକ ରାଜ, ସଂଜୀବ ରଣା, ସୌମେନ୍ଦ୍ର ନାୟକ,ଶଶିକାନ୍ତ ପରିଡା, ବିଶ୍ୱଜିତ ପ୍ରଧାନ, ଦୀପ୍ତି ପଣ୍ଡା,ରାଜେଶ ସିଂ, ଦିଲ୍ଲୀପ ରାୟ, କୁମାର ରାଜମନ୍ୟୁ,ସଂଯୋଜ ସାମନ୍ତରାୟ, ବାପୁଜୀ ବେହେରା, ଜୟକୃଷ୍ଣ ସ୍ୱାଇଁ, କାମାକ୍ଷା ମିଶ୍ର,ନିର୍ମଳା ଆଚାର୍ଯ୍ୟ, ସୁନୀଲ ସାମଲ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।