୧-ବିଶାଖାପାଟଣା:ପଲିମର୍ସ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍,୧୧ମୃତ, ହଜାରରୁ ଉର୍ଦ୍ଧ୍ଵ ଅସୁସ୍ଥ।
୨-ଚଉଦ ଦିନ ବଦଳରେ ୨୧ ଦିନ କରାଯାଉ କ୍ଵାରେଣ୍ଟାଇନ ସମୟ ସୀମା : ହୃଦରୋଗ ବିଶେଷଜ୍ଞ ଡଃ କେ.ଶ୍ରୀନାଥ ରେଡ୍ଡୀ।
୩-ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ।
୪-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍ ସିଗନାଲ୍। ଆଜି ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ।

୫-କୋଭିଡ-୧୯ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀ – ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଲୋଚନା।
୬-ପାଣିପାଗ: ଆସନ୍ତା ୧୧ତାରିଖ ଯାଏଁ ଲାଗି ରହିବ କାଳ ବୈଶାଖୀ।
୭-ଖାକିରେ ଲାଗିଲା କଳଙ୍କର ଛିଟା, କ୍ୟାପିଟାଲ ଥାନାର କାର୍ଯ୍ୟରତ ASIଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ନିଲମ୍ବନ କଲେ କମିଶନର।
୮-ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଏବଂ ମୟୂରଭଞ୍ଜ ଓ ଜଗତସିଂପୁରକୁ ଅରେଞ୍ଜ ଜୋନ୍ ଘୋଷଣା।
୯-ସୁରଟରୁ ଆସୁଥବା ୩ ଟ୍ରେନକୁ ବାତିଲ କଲେ ରାଜ୍ୟ ସରକାର, ସେପଟେ ମୁମ୍ବାଇର ଚେମ୍ବୁରରୁ ଚାନ୍ଦବାଲି ଅଭିମୁଖେ ବାହାରିଲା ବସ୍।
୧୦-ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଇ-ପାସ୍ ସେବା ଆରମ୍ଭ, ଆବେଦନକାରୀଙ୍କୁ ଅନ୍ଲାଇନ୍ରେ ଇ-ପାସ୍ ପ୍ରଦାନ କରାଯିବ।
୧୧-August 23 ରେ JEE Advanced,Rank ପାଇଲେ ହେବ IITରେ ଆଡ଼ମିଶନ।