ନାଲିବତୀ ଗାଡ଼ି ନେଇ ଚାନ୍ଦା ଅସୁଲ୍‌…

କଟକ:ବାଙ୍କୀ ଉପଜିଲ୍ଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି । ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍‌ରୁ ଚାନ୍ଦା ଆଦାୟ ଅଭିଯୋଗ। ହାତରେ ପାଇପ୍‌ ଧରି ଧମକାଇବା ସହ କାଗଜପତ୍ର ମାଗି ଚାନ୍ଦା ଆଦାୟ। ଉପଜିଲ୍ଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ବେଳେ ଏପରି କରିଥିବା ସୂଚନା।
ଘଟଣା ପରେ ଅଭିଯୁକ୍ତ ଡ୍ରାଇଭରକୁ ବିଦା କରାଯାଇଛି କହିଲେ ଉପଜିଲ୍ଲାପାଳ।

ସେୟାର କରନ୍ତୁ

Next Post

ବିଶିଷ୍ଟ ସାହିତ୍ୟିକ ଓ ରାଜନେତା ଶ୍ରୀ ଶଙ୍କର୍ଷଣ ପରିଡ଼ା ଆଉ ନାହାଁନ୍ତି

Thu Oct 30 , 2025
ଭୁବନେଶ୍ୱର, ଅକ୍ଟୋବର ୩୦: ବିଶିଷ୍ଟ ସାହିତ୍ୟିକ, ଉଦୀୟମାନ କବି ତଥା ମର୍ମଜ୍ଞ ରାଜନୈତିକ ନେତା ଶ୍ରୀ ଶଙ୍କର୍ଷଣ ପରିଡ଼ା (ଶଙ୍କର ଭାଇ) ଆଉ ନାହାଁନ୍ତି। ଆଜି ୩୦/୧୦/୨୦୨୫ ତାରିଖରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ଓଡ଼ିଶାର ସାହିତ୍ୟ, ରାଜନୀତି ଓ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି। ଫୁସଫୁସ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରସ୍ଥିତ AIIMS ଠାରେ ଚିକିତ୍ସାଧୀନ ଥିଲେ ଏବଂ ସେଠାରେ ହିଁ […]

You May Like

Pin It on Pinterest