୧- ପୁରୀ ଜିଲ୍ଲା ପିପିଲିର ଥିବା ଏକ ସାତଶଂଖଠାରେ କତା କମ୍ପାନୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ।
୨-ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସିରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ବିଦେଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ ।
୩-କରୋନା ପରିଚାଳନାରେ ଓଡ଼ିଶା ୧ ନମ୍ବର, ମୃତ୍ୟୁ ହାରରେ ସବୁଠୁଁ ତଳେ, ସୁସ୍ଥ ହେବାରେ ସର୍ବାଗ୍ରେ।
୪-ରାଜ୍ୟରେ LPG 26 ଟଙ୍କା 50 ପଇସା ମହଙ୍ଗା।
୫-କଣ୍ଟେନମେଣ୍ଟ ଜୋନରେ ପୁଲିସକୁ ଆକ୍ରମଣ; ୩୧ ଜଣଙ୍କୁ ଗିରଫ କଲା ରାଉରକେଲା ପୁଲିସ
୬-ପରୀକ୍ଷାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି । ସ୍କୁଲ, କଲେଜ ବନ୍ଦ ଥିଲେ ମଧ୍ୟ ଅନୁଷ୍ଠିତ ହେବ ପରୀକ୍ଷା।
୭-ବଙ୍ଗୋପସାଗରରେ ଆସନ୍ତା ଜୁନ ୮ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ,ମୌସୁମିକୁ ବାଟ କଢ଼ାଇବା ପାଇଁ ହେବ ସହାୟକ।
୮-ଓଡିଶାବାସୀଙ୍କ ପାଇଁ ଖୁସି ଖବର ! ରାଜ୍ୟ ଭିତରେ ଗଡିବ ୫ ସ୍ପେଶାଲ ଟ୍ରେନ।
୯-ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ସଫଳତା, ଗତବର୍ଷ ତୁଳନାରେ ଚଳିତ ବର୍ଷ 117 ପ୍ରତିଶତ ଅଧିକ ଋଣ ପ୍ରଦାନ କରିଛି ବ୍ୟାଙ୍କ – ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
୧୦-ବାକିଥିବା ବିଷୟରେ,ଜୁଲାଇ ପହିଲାରୁ CBSEର ଦଶମ ଓ ଦ୍ବାଦଶ ପରୀକ୍ଷା ।
୧୧-ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ପାଇଁ ୩ ଦିନ ପୁରୀରେ ଲାଗୁ ହେବ ୧୪୪ ଧାରା, ଟିଭି ରେ ସ୍ନାନ ଯାତ୍ରା ଦେଖିବେ ଭକ୍ତ।
୧୨-ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ,2 ଜଣ ଗିରଫ,ଜଣେ ଫେରାର।

୧୩-ନୀଳଗିରିରେ ମାତିଲେ ଜଙ୍ଗଲୀ ଝିଣ୍ଟିକା, ଗଛ ପତ୍ର ଖାଇ ସଫା କରିଦେଉଛନ୍ତି; ଚିନ୍ତାରେ ଚାଷୀ।
୧୪-ମାଲକାନଗିରି:ପୁଣି ମହାନତା ଦେଖାଇଲେ ମହିଳା ସବ୍ ଇନ୍ସପେକ୍ଟର ଶୁଭଶ୍ରୀ ନାୟକ, ଦୁର୍ଘଟଣାର ଶିକାର ହୋଇଥିବା ବୃଦ୍ଧଙ୍କୁ କଲେ ସାହାଯ୍ଯ।
୧୫-ଭୁବନେଶ୍ୱର:ରକ୍ଷକ ସାଜିଛି ଭକ୍ଷକ, ପୋଲିସ କନେଷ୍ଟେବଳଙ୍କ ବିରୋଧରେ ଆସିଲା ଅପହରଣ ଅଭିଯୋଗ।
୧୬-ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ୱାର୍ଲ୍ଡ ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ।
୧୭-ଆମେରିକାରେ ପ୍ରତିବାଦକାରୀଙ୍କୁ ଟ୍ରମ୍ପଙ୍କ ଧମକ । ‘ସଂଜମତା’ ରକ୍ଷା ନକଲେ ସେନା କାର୍ଯ୍ୟାନୁଷ୍ଠାନ।
୧୮-ସି ଭୋଟର ସର୍ଭେ:ଦେଶର ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଏକ ନମ୍ୱର୍, ଓଡ଼ିଶାର ଅନେକ ଲୋକ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ, ଲୋକପ୍ରିୟତା ଶୀର୍ଷରେ ମୋଦି।
