E v m ,v v P A T ମେସିନ ଖରାପ ହେବା ଯୋଗୁଁ ଭୋଟର ମାନଙ୍କର ଭିତରେ ଅଶାନ୍ତି ପ୍ରକାଶ ପାଇଥିଲା

କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ
କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ନିର୍ବାଚନ ମଣ୍ଡଳୀର ସେରଗଡ଼ ର ଦୁଟ। ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ସକାଳ 7ଘଣ୍ଟା ମଧ୍ୟରେ ମତଦାନ କରିବା କଥା, ହେଲେ Evm, vv PAT ବିଧାନସଭା ମେସିନ ଖରାପ ହେବା ଦ୍ଵାର।

ଭୋଟର ମାନେ ନିରାଶରେ ଘରକୁ ଫେରି ଯିବାର ଦେଖିବାକୁ ମିଳିଛି ଏହି ବୁଥ ରେ ସାଲେପାଲି ପଞ୍ଚାୟତ ଦୁଟ। ଗ୍ରାମର ମୋଟ 580 ଭୋଟର ଅଛନ୍ତି, ଖବର ପାଇ ବିଜେଡି ପ୍ରାଥି ଭୁପିନ୍ଦର ସିଂ ଉକ୍ତ ବୁଥ କୁ ପହଞ୍ଚି ମେସିନ ଶୀଘ୍ର ସଜାଡ଼ିବା ପାଇଁ ପ୍ରିଜାଡ଼ିଙ୍ଗ ଅଫିସର ଙ୍କୁ ଅବଗତ କରାଇଥିଲେ, ଫଳରେ 2 ଘଣ୍ଟା ପରେପରିସ୍ଥିତି ସ୍ୱାଭାବିକ ହୋଇଥିଲା

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନାଗୁପଡା ବାସୀ ଙ୍କ ଭୋଟ ବର୍ଜନ।

Thu Apr 11 , 2019
ପ୍ରଥମ ପର୍ଯ୍ୟାୟ ଭୋଟ କଳାହାଣ୍ଡି ଜିଲ୍ଲାରେ ବହୁ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ଜୟପାଟଣା ବ୍ଲକ ଅନ୍ତର୍ଗତ ନାଗୁପଡା ବାସୀ ୨୦୧୯ ନିର୍ବାଚନ ରେ ଭୋଟ ବର୍ଜ୍ଜନ କରିଛନ୍ତି।ଗତ ୧୫ ଦିନ ଆଗରେ ଭୋଟ ବର୍ଜନ କରିବାକୁ ସେମାନେ ସ୍ଥିର କରିଥିଲେ।ପ୍ରଶାସନିକ ଅଧିକାରୀ ବୁଝେଇବା ସ୍ୱତେ କୋଣସି ସୁଫଳ ମିଳିନଥିଲା। ରାଜ୍ୟ ତଥା କେନ୍ଦ୍ର ସରକାର ତାଙ୍କ ପ୍ରତି ବହୁ ଅଣଦେଖା କରି ପ୍ରତିଶ୍ରୁତି […]

You May Like

Pin It on Pinterest