ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ, ଟ୍ବିଟ୍ କରି ସୂଚନା ଦେଲେ ବାଚସ୍ପତି ।
ଏଣିକି ଅନ୍ଲାଇନ୍ରେ ସମସ୍ତ ବିଦ୍ୟୁତ୍ ସେବା, ସବୁ ବିତରକ କମ୍ପାନିଙ୍କ ପାଇଁ ଗୋଟିଏ ପୋର୍ଟାଲ୍ ।
୭ ଦିନରେ ପଜିଟିଭ୍ ହାର କମାଅ, ୪ ଜିଲ୍ଲା ପାଇଁ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ାକୁ ଗୁରୁତ୍ବ, ଲକ୍ଷଣବିହୀନ ରୋଗୀ ଗୃହ ସଂଗରୋଧରେ ରହିବେ ।
ବୁଡ଼ିବାକୁ ଲାଗିଲାଣି ହୋଟେଲ୍ ଶିଳ୍ପ! ୮୦ ପ୍ରତିଶତ କର୍ମଚାରୀ କାମ ହରାଇଲେଣି । ହୋଟେଲ୍ ବିକିବାକୁ ଗରାଖ ଖୋଜୁଛନ୍ତି ମାଲିକ, ହୋଟେଲ୍ ଖୋଲିଲେ ବି ପର୍ଯ୍ୟଟକ ନାହାନ୍ତି ।
ଆଜି ପୂର୍ବାହ୍ନ ୧୧ଟା ୩୦ରେ ଯୁକ୍ତ୨ ବାଣିଜ୍ୟ ପରୀକ୍ଷା ଫଳ ଘୋଷଣା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଏଆର୍ଆଇଆଇଏ ରାଙ୍କିଙ୍ଗରେ କିଟ୍ ଶ୍ରେଷ୍ଠ, ଘରୋଇ/ଡିମ୍ଡ ବିଶ୍ୱବିଦ୍ୟାଳୟ ବର୍ଗରେ ପ୍ରଥମ ।
ମାଟ୍ରିକ୍ ପରୀକ୍ଷା ଖାତା ଯାଞ୍ଚ ଆବେଦନ ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି ।

ଓଡ଼ିଶା ଓ ଦିଲ୍ଲୀ ସମେତ ଦେଶର ଅନ୍ୟ ସ୍ଥାନରେ ଆଗାମୀ ୪୮ ଘଣ୍ଟାରେ ପ୍ରବଳ ବର୍ଷା ଆଶଙ୍କା ।
ସ୍ୱଦେଶୀ ଭ୍ୟାକସିନ୍ ନେଇ ବଡ଼ ଖବର, ଆଜିଠାରୁ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ ଟ୍ରାଏଲ୍ ।
୩୩% ପ୍ରବାସୀଙ୍କୁ ମିଳିନି ମାଗଣା ଖାଦ୍ୟଶସ୍ୟ, ଭର୍ତ୍ତୃହରିଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟିକୁ ସୂଚନା ଦେଲେ କେନ୍ଦ୍ର ସରକାର ।
ସୁପ୍ରିମ କୋର୍ଟରେ ପିଜି ଓ ୟୁଜି ପରୀକ୍ଷା ଫଳ ପ୍ରକାଶ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ ।
ସୁଶାନ୍ତ ସିଂହ କେସର ତଦନ୍ତ ସିବିଆଇ କରିବ ନାଁ ମୁମ୍ବାଇ ପୋଲିସ, ସୁପ୍ରିମକୋର୍ଟରେ ଆଜି ଶୁଣାଣୀ ।
ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଜୋ ବାଇଡେନ୍ଙ୍କୁ ପ୍ରାର୍ଥୀ ମନୋନୀତ କଲା ଡେମୋକ୍ରାଟିକ୍ ପାର୍ଟି ।
ଆଫଗାନିସ୍ତାନ ସ୍ୱାଧୀନତା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଭାରତରେ କୋଭିଡ୍ ଟିକା ସ୍ପୁଟ୍ନିକ୍-୫ ଉତ୍ପାଦନ କରିବାକୁ ମସ୍କୋ ରୁଷ୍ ଆଗ୍ରହୀ : ‘ଡାଇରେକ୍ଟ୍ ଇନ୍ଭେଷ୍ଟମେଣ୍ଟ୍ ଫଣ୍ଡ୍’ର ସିଇଓ କିରିଲ୍ ଡିମିତ୍ରିଏଭ୍ ।
