ଆଜିର ଖାସ୍ ଖବର

କଟକ ଜିଲ୍ଲାର ବଡ଼ମ୍ବା ନିକଟ ମା’ ଭଟ୍ଟାରିକା ମନ୍ଦିରରେ ୮ ଫୁଟ ବନ୍ୟା ଜଳ, ପାହାଡ଼ ଉପରକୁ ସ୍ଥାନାନ୍ତରିତ ହେଲେ ଚଳନ୍ତି ପ୍ରତିମା

ଆସନ୍ତା ନଭେମ୍ବର ମାସକୁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ମୁଖ୍ୟ ଲିଖିତ ପରୀକ୍ଷା

ହୀରାକୁଦ ଡ୍ୟାମରୁ ଖୋଲିଲା ଆଉ ୪ଟି ଗେଟ, ୪୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ

ଆଜି ରାଜ୍ୟ ସରକାର ଜେଇଇ ମେନ୍ ଓ ଏନ୍‌ଇଇଟି ପରୀକ୍ଷା ନେଇ  ପରୀକ୍ଷାର୍ଥୀ କିଭଳି ସୁବିଧାରେ ରହିବେ ଓ ଯାତାୟତ କରିପାରିବେ, ସେ ଦାୟିତ୍ବ ନିଜ ମୁଣ୍ଡକୁ ନେଇଛନ୍ତି । ସେମାନଙ୍କ ରହିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର ।

ଓପିଜିସିର ପୂରା ମାଲିକ ଏବେ ରାଜ୍ୟ ସରକାର

ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଶେଷ ତାରିଖ ସେପ୍ଟେମ୍ବର ୧୦ ତାରିଖକୁ ଘୁଞ୍ଚିଲା

କେନ୍ଦ୍ରାପଡ଼ାର ରାଜକନିକା, ଆଳି, ପଟ୍ଟାମୁଣ୍ତାଇ, ଡେରାବିଶ ବ୍ଳକ୍‌ର ବିଭିନ୍ନ ଗାଁରେ ଜଳବନ୍ଦୀ ଅବସ୍ଥା । ମାଡ଼ି ଆସୁଛି ବନ୍ୟା, ବିପଦସଙ୍କେତ ଉପରେ ଚାଲିଛି ପାଣି

ଜେଇଇ ଓ ଏନଇଇଟି ପରୀକ୍ଷା ପାଇଁ ରାଜ୍ୟ ସରକାର ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ୧୨ ଦିନ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ଲାଗୁ ହୋଇଥିବା ଲକଡାଉନ ଓ ସଟଡାଉନକୁ କୋହଳ କଲେ ।

ଏସବିଆଇର ପରବର୍ତ୍ତୀ ଚେୟାରମ୍ୟାନ ଭାବେ ଦିନେଶ କୁମାର ଖାରାଙ୍କ ନାମ ସୁପାରିସ ।

ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଫେସବୁକ ନ୍ୟୁଜ

ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଏନକାଉଣ୍ଟର, ୩ ଅଜ୍ଞାତ ଆତଙ୍କବାଦୀ ନିହତ, ଜଣେ ଯବାନ ଆହତ

ନେଦରଲ୍ୟାଣ୍ଡ ମ୍ୟୁଜିୟମରୁ ସ୍ୱର୍ଣ୍ଣଯୁଗୀୟ କଳାକୃତି ଚୋରି,୧୩ ମିଲିୟନ ପାଉଣ୍ଡର ପେଣ୍ଟିଂକୁ ୩ଥର ନେଲେଣି ଚୋର

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Aug 30 , 2020
ମୁଣ୍ଡଳିରେ ପହଞ୍ଚିଲା ମହାନଦୀ ବନ୍ୟାଜଳ, ୯ ଲକ୍ଷ ୮୦ହଜାର କ୍ୟୁସେକ୍ ଜଳ ପ୍ରବାହିତ । ଗାଁକୁ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ଯୋଗୁଁ ଅଟ୍ରିରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ, ପଟ୍ଟାମୁଣ୍ଡାଇରେ ଡଙ୍ଗା ଦାବି କରି ରାସ୍ତାରୋକ । ରାଜ୍ୟ ସରକାରଙ୍କ ଘୋଷଣା, ଜେଇଇ ଓ ନିଟ୍‌ ପରୀକ୍ଷାର୍ଥୀଙ୍କ ଯିବାଆସିବା ପାଇଁ ଆଜିଠାରୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ବି ସ୍ଥାନରେ […]

You May Like

Pin It on Pinterest