ଆଜିର ଖାସ୍ ଖବର…

୧- ମୁଖ୍ୟସ୍ରୋତରେ ସାମିଲ ହେଲେ କରାଯିବ ଥଇଥାନ,ନକ୍ସଲବାଦ ପ୍ରତି ନିବୃତ୍ତ ରହନ୍ତୁ ଯୁବକ ଯୁବତୀ:ମୁଖ୍ୟମନ୍ତ୍ରୀ ।

୨-ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ : ଶିକ୍ଷକଙ୍କ ବିରୁଦ୍ଧରେ ପୁଣି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ।

୩- କଳିଙ୍ଗ ଷ୍ଟାଡ଼ିୟମରେ ୨୦୨୦ରେ ହେବ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ : ୧୭ ବର୍ଷରୁ କମ ବାଳିକା ହକି ବିଶ୍ୱ କପ ।

୪-ଆସୁଛି ୨ଟି ଲଘୁଚାପ : ଆଜି ଠାରୁ ୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା।

୫-ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳସ୍ତର, ଖୋଲିଲା ୧୦ଟି ଗେଟ୍‌।

୬-ଶ୍ରୀମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ: ଭଙ୍ଗାଗଲା ଲଙ୍ଗୁଳି ମଠ।

୭-ତୃତୀୟ ସନ୍ତାନ ଜନ୍ମ ପାଇଁ ବି ମିଳିବ ‘ମମତା’ ସହାୟତା

୮-ଶ୍ରୀମନ୍ଦିର ଚୌହଦୀ ଉଚ୍ଛେଦ ମାମଲା, ସୁପ୍ରିମକୋର୍ଟରୁ ନିରାଶ ହେଲେ ଆବେଦନକାରୀ

୯-ସବୁ ଗାଁ ହେବ ଓ୍ୱାଇଫାଇ:୧୦ରୁ ୧୦୦ ଏମ୍ବିପିଏସ୍ ସ୍ପିଡ୍‌ ଓ୍ୱାଇଫାଇ ସେବା ଯୋଗାଇ ଦିଆଯିବା ନେଇ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଂଜୟ ରାମରାଓ ଧୋତ୍ରେଙ୍କ ସୂଚନା।

୧୦-ଚିଲିକା ନିକଟରେ ମାଲେସୀୟ ଜାହାଜର୍ କଣ୍ଟେନର ଓଲଟିଲା। ପହଞ୍ଚିଲେ ବୈଷୟିକ କମିଟି।ଆଜି ତେଲ କଢ଼ା ହେବ।

୧୧-ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀ ପାଇଁ ଅପରାଜିତା ଷଡ଼ଙ୍ଗୀ ମନୋନୀତ।

୧୨-ଫ୍ରାନ୍ସ, ସ୍ପେନ, ଶ୍ରୀଲଙ୍କା… ୧୨ଟି ଦେଶରେ ବ୍ୟାପିଛି ଚିଦାମ୍ବରମଙ୍କ ସମ୍ପତ୍ତି- ଇଡି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ସମ୍ବଲପୁର

Wed Aug 28 , 2019
ଆଜି ଠାରୁ ସମ୍ବଲପୁର ରେଳ ଷ୍ଟେସନ କୁ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଭାବେ ଘୋଷଣା କରାଯାଇଅଛି I ତିରୁପତି ରେଳ ଷ୍ଟେସନ ପରେ ଏହା ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଅଟେ I ଏହି ଅବସରରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀ, ସ୍କୁଲ ଛାତ୍ର ଛାତ୍ରୀ, ଭାରତ ସ୍କାଉଟସ ଓ ଗାଇଡ଼ସ ଏବଂ […]

You May Like

Pin It on Pinterest