ଆଜି ଭୋର ୩ଟା ସମୟରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର, ଏମ ଏସ-୨ର କଣ୍ଟ୍ରୋଲ ରୁମ୍ ରୁମରେ ଅଗ୍ନିକାଣ୍ଡ ଘଟିଛି ।

ବାସ୍ତବବ୍ୟୁରୋ:(ରାଉରକେଲା)ସୂଚନାନୁଯାଇ , ଆଜି ଭୋରୁ ହଟାତ ଷ୍ଟିଲ ପ୍ଲାଣ୍ଟର କଣ୍ଟ୍ରୋଲ ରୁମରେ ନିଆଁ ଲାଗିଯାଇଥିଲା ।ସଂଗେ ସଂଗେ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା,ଅଗ୍ନିଶମ ବାହିନୀ ତୁରନ୍ତ ପହଂଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲା । ।
ଷ୍ଟିଲ ପ୍ଲାଣ୍ଟ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇ କହିଛନ୍ତି କି ନିଆଁ ଲାଗିବାର କାରଣ ଏବେବି ଜଣାପଡିନାହିଁ | ୪ ଜଣିଆ ସିଜିଏମ ସ୍ତରୀୟ କମିଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଛି ।


