
୧-ମଠ ମହନ୍ତ ଓ ସାଧୁସନ୍ଥଙ୍କ ପ୍ରବଳ ବିରୋଧ ଯୋଗୁଁ ହେଲାନି ଆଖଡ଼ା ମଠ ଉଚ୍ଛେଦ, ସହମତି ଭିତ୍ତିରେ ଭାଙ୍ଗିବାକୁ ମଠ ମହନ୍ତଙ୍କ ପ୍ରସ୍ତାବ।
୨-ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ରାଜ୍ୟରେ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା।
୩-ସ୍ଵଚ୍ଛତା ମାମଲାରେ ବୈଷ୍ଣ ଦେବୀ ଧାମ ହେଲା ଦେଶର ଏକ ନମ୍ବର ‘ଆଇକନିକ ସ୍ଥାନ’।
୪-ଭୁବନେଶ୍ୱର: ଲକ୍ଷ୍ମୀସାଗର ଅଞ୍ଚଳରୁ ନକଲି ସୋରିଷ ତେଲ କାରଖାନା ଠାବ, ୩ ଗିରଫ।
୫-ଲୁହା ଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର।ମନ୍ଦିର ପିଢ଼କୁ ସପୋର୍ଟ ଦେବା ପାଇଁ ୮ଟି ଷ୍ଟିଲ ବିମ୍ ଦିଆଯିବ ।
୬-ରାଜଧାନୀର କୃତ୍ରିମ ବନ୍ୟାରେ ଭସିଗଲେ ୩ ଯୁବକ, ଦୋଷ ମୁଣ୍ଡାଇବାକୁ ନାରାଜ ବିଏମ୍ସି।
୭-ଲିଙ୍ଗରାଜଙ୍କ ଜମିକୁ ଜବରଦଖଲ ଅଭିଯୋଗ, ଭୋଳାନାଥଙ୍କର ସବୁ ନୀତିକାନ୍ତି ବନ୍ଦ କରାଯାଇଥିବା ବ୍ରାହ୍ମଣ ନିଯୋଗ ସମ୍ପାଦକଙ୍କ ସୂଚନା।
୮-୨୦୨୦ରେ ଗୃହ ଗଣନା ଓ ୨୦୨୧ରେ ହେବ ଜନଗଣନା ।
୯-ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସର ସଙ୍କଟ ମୋଚକ ଡି.କେ. ଶିବକୁମାରଙ୍କୁ ଗିରଫ କଲା ଇଡି।
୧୦-କାଶ୍ମୀରରେ ନିର୍ମାଣ ହେବ 100 ହୋଟେଲ, ନିବେଶ ହେବ 10 ହଜାର କୋଟି:ଏନଆରଆଇ ବ୍ୟାବସାୟୀ ଏବଂ ଓସିଆଇ ଇଭେଷ୍ଟର ଫୋରମର ଅଧ୍ୟକ୍ଷ ।
୧୧-ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହେଲା ୮ଟି ଆପାଚି ହେଲିକପ୍ଟର ।
୧୨-ନୂଆଦିଲ୍ଲୀ:ଆଖୁର ବିଭିନ୍ନ ଉତ୍ପାଦରୁ ଇଥାନୋଲ ତିଆରି ହେବ, ଅନ୍ନ ଦାତା ହେବେ ଉର୍ଜା ଦାତା: ଧର୍ମେନ୍ଦ୍ର ପ୍ରଧାନ।