ଆପଣଙ୍କ ଗାଡି ପ୍ରଦୂଷଣ ମୁକ୍ତ ତ ?

ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ସାରା ରାଜ୍ୟରେ ମୋଟ୍ ୨୯ଟି ପଲ୍ୟୁସନ୍ ସାର୍ଟିଫିକେଟ୍ ସେଂଟର ଖୋଲିଛି ରାଜ୍ୟ ପରିବହନ ବିଭାଗ । ତେବେ ରାଜଧାନୀ ଭୁବନେଶ୍ୱରର ମୋଟ୍ ୧୧ଟି ସ୍ଥାନରେ ଏହି ସେଂଟର ଖୋଲାଯାଇଛି । ଦେଖନ୍ତୁ କେଉଁଠାରୁ ଆପଣ ପାଇପାରିବେ ଆପଣଙ୍କ ପଲ୍ୟୁସନ୍ ସାର୍ଟିଫିକେଟ୍

୧.ଭୁବନେଶ୍ୱର ନୟାପଲ୍ଲୀ  ଅଂଚଳର ଗାର୍ଗସନ୍ ଅଟୋମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍

୨. ନୟାପଲ୍ଲୀ ନାବାର୍ଡ ସମ୍ମୁଖରେ ଥିବା ଭାରତ ଅଟୋମୋବାଇଲ୍ସ

୩. ମଂଚେଶ୍ୱର ଏସବିଆଇ ଛକରେ ଥିବା ଗାର୍ଗସନ୍ ପ୍ରୋପଟିଜ୍ ପ୍ରାଇଭେଟ୍ ଲିମିଟେଡ୍

୪. ପଟିଆ କାନନ ବିହାର, ଫେଜ-୨ରେ ଥିବା ଭାରତ ଅଟୋମୋବଇଲ୍ସ

୫. ମଂଚେଶ୍ୱରରେ ଥିବା ଭାରତ ମୋଟର୍ସ

୬. ଚନ୍ଦ୍ରଶେଖରପୁରର ଶୁଭମ ମୋବାଇଲ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଂଟର

୭. ପଟିଆରେ ଥିବା ମୋହିତ ମୋବାଇଲ୍ ପଲ୍ୟୁସନ୍ ସେଂଟର

୮. ଖଣ୍ଡଗିରିରେ ଥିବା ମା ଲକ୍ଷ୍ମୀ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଂଟର

୯. ଚନ୍ଦ୍ରଶେଖରପୁରରେ ଥିବା ନିର୍ମଳ ସାଇ ପଲ୍ୟୁସନ୍ ଟେଷ୍ଟିଙ୍ଗ ୟୁନିଟ୍

୧୦. ଝାରପଡାର ନାରାୟଣ ମୋଟର୍ସ

୧୧. ପାହାଳ, ବାଲିଅନ୍ତାରେ ଥିବା ଚିନ୍ତାମଣିଶ୍ୱର ଫିଲିଙ୍ଗ ଷ୍ଟେସନ୍ ।*

ଏହି ସେଂଟର ଗୁଡିକରୁ ଆପଣ ଆପଣଙ୍କ ଗାଡିର ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇପାରିବେ । ତେଣୁ ଆସନ୍ତା ୧ ମାସ ଭିତରେ ଆପଣ ଆପଣଙ୍କ ପଲ୍ୟୁସନ୍ ସାର୍ଟିଫିକେଟ୍ ବାହାର କରେଇନିଅନ୍ତୁ । ନଚେତ୍ ୧ ମାସ ପରେ ଏହି ସାର୍ଟିଫିକେଟ୍ ନଥିଲେ ପୁଣି ଥରେ ଆପଣଙ୍କୁ ୧୦୦୦୦ ଟଙ୍କାର ଜୋରିମାନା ଦେବାକୁ ହେବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Sep 8 , 2019
୧-ପୁରୀରେ ଚାଲିଥିବା ଉଚ୍ଛେଦ କାମକୁ ଆମିକସ୍‌ କ୍ୟୁରୀଙ୍କ କ୍ଲିନ୍‌ଚିଟ୍‌, କହିଲେ ବିକାଶ ପାଇଁ ଏହି କାମରେ ରୋକ୍‌ ଲଗାଇବା ଠିକ୍‌ ନୁହଁ। ୨-ମୋଟର ଯାନ ଆଇନକୁ ଅଟୋଚାଳକ ମହାସଂଘର ବିରୋଧ, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ। ୩-ଭୁବନେଶ୍ୱର : ନୂଆ ଟ୍ରାଫିକ୍ ଆଇନ୍‌ରେ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ନେଇ ତାତିଲେ ଜନତା। ରାଜମହଲ ଛକରେ ହେଲା ପୁଲିସ-ପବ୍ଲିକ ଖଣ୍ଡଯୁଦ୍ଧ। ୪-ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର […]

You May Like

Pin It on Pinterest